ଜେକେଏସ୍‌ ରାଜ୍ୟ କରାଟେ ଉଦ୍‌ଯାପିତ

ଭୁବନେଶ୍ୱର: ଜାପାନ କରାଟେ ସୋଟୋକାଇ (ଜେକେଏସ୍‌)ର ରାଜ୍ୟ କରାଟେ ପ୍ରତିଯୋଗିତା ରବିବାର ସ୍ଥାନୀୟ ଷ୍ଟୁଆର୍ଟ ସ୍କୁଲ୍‌ ପରିିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଏଥିରେ ପ୍ରାୟ ୬୫୦ ଜଣ ଭାଗନେଇଥିଲେ। ଜେକେଏସ ଇଣ୍ଡିଆର ଉପ ସଭାପତି ସୌମ୍ୟରଂଜନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହା ସଫଳତାର ସହ ସମ୍ପନ୍ନ ହୋଇଛି। ରେଫରି ଓ ଅଧିକାରୀ ଭାବେ ଦୀପକ ସାମନ୍ତରାୟ,ଆଦିତ୍ୟ ମିଶ୍ର, ସଂଜୟ ସାହା, ଅରୋବିନ୍ଦ ପଟ୍ଟନାୟକ, ଅରବିନ୍ଦ ବାରିକ, ପ୍ରେମସିଂହ ଥାପ୍ପା, ବେଣୁଧର ମଲ୍ଲିକ, ନରେନ ତମାଙ୍ଗ, ମନୋରଂଜନ ଭଞ୍ଜ, ହିମାଂଶୁ ଦାସ, ବଳରାମ ନାଏକ, ଜିତେନ୍ଦ୍ର ସାମଲ, ପଞ୍ଜାନନ ନାୟକ, ଦେବାଶିଷ ରାଉତ, ସେକ୍‌ ସୁଲତାନ୍‌, ବୀରକିଶୋର ଦେବ, ସାରଦା ପ୍ରସାଦ କହଁର, ସୂର୍ଯ୍ୟ ନାରାୟଣ, ଦୀପକ ପଟୁଆରସିଂହ, ସୁଜିତ୍‌, ମୁକେଶ, ପ୍ରତାପ ନାୟକ, ତୋଫାନ୍‌ ବିଶୋଇ, ନାଗାର୍ଜୁନ ତ୍ରିପାଠୀ ଏବଂ ଅଭିନାଶ ସିଂହ ପ୍ରମୁଖ ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

ବାଳକ ବିଭାଗ ସ୍ୱର୍ଣ୍ଣ ବିଜେତା: ସାଗର, ରାହୁଲ, ଲିଙ୍ଗରାଜ, ତୁଷାର, ଅଙ୍କିତ, ଗୋପୀନାଥ, ମନିନ୍ଦର, ସ୍ୱୟମ୍‌, ଦିବ୍ୟଜ୍ୟୋତି, ନିହାଲ, ସତ୍ୟଜିତ୍‌, ପ୍ରୀତିଶ, ଶ୍ରେଜଲ, ଚିନ୍ମୟ, ସୌରଭ, ସୁବ୍ରତ, ନିରଜ, ପ୍ରତାପ, ମୁକେଶ, ସମୀର, ଅର୍ନେଶ, ଦେବୀପ୍ରସାଦ, ପ୍ରିୟମ, କୁଲଦୀପ, ସୌନକ, ସୌମ୍ୟ, କୀର୍ତି କୌଶିକ, ଗୁରୁପ୍ରସାଦ, ଆୟୂଷମାନ, ଶକ୍ତି, ଅଭିଜିତ୍‌, ଆଶିଷ, ଅର୍ନବ, ସନ୍ଦୀପ, ସକେତ, ସୁପ୍ରାଂଶୁ, ସ୍ମୃତି, ଆର୍ଯ୍ୟନ, ଆକାଶ, ପୁନ୍ୟଜିତ, ଆଶୁତୋଷ, ରୋହିତ, ମିର ଉମର, ସତ୍ୟ, ଜ୍ୱାଳା, ସଙ୍କେତ, ରାହୁଲ ଦେହୁରି, ସୌମ୍ୟରଂଜନ, ଶ୍ରେୟସ, ଆଦିତ୍ୟରାଜ, ସଂଗ୍ରାମ, ଅମରେନ୍ଦ୍ର, ସାଇ ସ୍ୱରୂପ, ଆୟୂଷମନ୍ଦ, ଓମ୍‌, ନୀଲେଶ, ଅମ୍ବ୍ରିତ୍‌, ଈଶାନ୍ତ, ସୂର୍ଯ୍ୟାଂଶ, ଦେବ, ସତ୍ୟବ୍ରତ, ମନୋରଂଜନ, ଅଶ୍ୱିନ୍‌, ନିଖିଲ, ସୋମନାଥ, ସଂସିତ୍‌, ଅନୁରାଗ, ପୀୟୂଷ, ଅଭିଷେକ, ତାପସ, ରୁଦ୍ରାକ୍ଷ, ଅର୍ପିତ, ଧୃବ, ଅରୁଣ, ୟାଶ, ସାଇ ଓମ୍‌, ସାହାବାଜ୍‌, ଉଦିତ୍‌, ଦେବାଶିଷ, ସୋମେଶ, କେ ଶ୍ରୀହରି, ହୃଦୟ, ଜ୍ଞାନରଂଜନ, ଅଭିଷେକ।

ବାଳିକା ବିଭାଗ ସ୍ୱର୍ଣ୍ଣ ବିଜୟିନୀ: ଜେସିକା, ଚନ୍ଦ୍ରୀମା, ସୁର ମହାନ୍ତି, ଅଦ୍ୱିକା, ଜସ୍ମିନ୍‌, ନିବେଦିତା, ଚିରସ୍ମିତା, ନିକିତା, ସିମରନ, ଓକ୍ସି, ଲୋମାଲି, ପ୍ରିୟମ୍ବଦା, କୃତାଞ୍ଜଳି, ପଲ୍ଲବୀ, ସ୍ୱିଟୀ, ଅନନ୍ୟା, ଦେବଶ୍ରୀ, ଜର୍ଜି, କୋଇନା, ସ୍ପାର୍କଲିଂ, ସୁଦେଶ୍ନା, ରାନୁସ୍ମିତା, ଅର୍ପିତା, ଭିନିତା, ପ୍ରକୃତି, ପଲକ, ଜସ୍‌ମିନ୍‌, ନିକିତା, ମମତା, ସିମରନ୍‌, ମଧୁସ୍ମିତା, ଅଙ୍କିତା, ସାଲୋନି, କାସ୍‌ବି।

ସମ୍ବନ୍ଧିତ ଖବର