କରାଟେ ବେଲ୍‌ଟ ପରୀକ୍ଷାରେ ୫୭ କୃତକାର୍ଯ୍ୟ

ଭୁବନେଶ୍ବର: କଟକର ୱାଇଏମ୍‌ସିଏ ସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ରେ ବେଲ୍‌ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୭ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବିଭିନ୍ନ ବେଲ୍‌ଟ ଲାଭ କରିଥିବା ଛାତ୍ରଛାତ୍ରୀ ହେଲେ ସ୍ବୟଂ ପାତ୍ର, ସୁଦେନା ପାତ୍ର, ରୁଦ୍ର ନାରାୟଣ ମହାପାତ୍ର, ପ୍ରତ୍ୟାଷା ପ୍ରଧାନ, ରାଜରାଜେଶ୍ବର ପାତ୍ର, କିସନ୍ ଓଝା, ଓମ୍‌ ପ୍ରତୀକ ସାହୁ, ଆଦିତ୍ୟ ଜୟପ୍ରକାଶ, ଶ୍ବେତପଦ୍ମା ମିଶ୍ର, ଶୁଭକର୍ମନ୍‌ ମିଶ୍ର, ସୁପ୍ରନଶୁ ଦାସ, କରଣ ପଣ୍ଡା, ଋଷିରାଜ ସାହୁ, ପ୍ରିସା ସାମଲ, ଦିବ୍ୟାଂଶି ଦାସ, ଦେବପ୍ରଜ୍ଞା ମହାରଣା, ଅରୂପ ପଟ୍ଟନାୟକ, ରୁଦ୍ରାଂଶ ଗୌଡ଼ା, ଜିଜ୍ଞାସୀ ଦାସ, ସାତ୍ତ୍ବିକ୍‌ ମହାପାତ୍ର, ରୋହିତ ଦତ୍ତ, ଆଦ୍ୟାଂଶୁ ମହାନ୍ତି, ଇନ୍ଦ୍ରଜିତ୍‌ ସେନ୍‌ଗୁପ୍ତା, ଆଦର୍ଶ ମହାନ୍ତି, ଶୁଭମ୍‌ ଦାସ, ମାନ୍ୟତା, ଶୁଭମ୍‌ ପାତ୍ର, ଶୁଭଙ୍କର ଦଳାଇ, ଆଦର୍ଶ ସାହୁ, କ୍ରିଷ୍ଣା ଦଳେଇ, ତ୍ରୟିଂଶା ପଣ୍ଡା, ସ୍ବାଧୀନ ଦାସ, ସ୍ବୟଂଜିତ ସାହୁ, ଶ୍ରୀଜିତ ସାହୁ, ସୌମ୍ୟା ବେହେରା, ୱାଜିତ୍‌ ଖାନ୍‌, ଆୟୂଷ ବେହେରା, ଜୟନାରାୟଣ ରାୟ, ତିତିସ୍କା ସ୍ବାଇଁ, ତକ୍‌ଶିଲ ସ୍ବାଇଁ, ସୁନାସ୍କି ମହାନ୍ତି, ସଂକଳ୍ପ ମିଶ୍ର, ସାଇସ୍ବରୂପ, ଶିବମ୍‌ ଦାସ, ସୂର୍ଯ୍ୟକାନ୍ତ ଗନ, ଗୌରବ ମିଶ୍ର, ଦେବସ୍ମିତା, ଆଇନକ ମିଶ୍ର। ଏଡି ପରୀକ୍ଷାକୁ ଉତ୍କଳ କରାଟେ ସ୍କୁଲ୍‌ର ଗୌରୀ ମହାନ୍ତି, ଜୟଦେବ ପଟ୍ଟନାୟକ, ଗୋପାଳ ଦାସ, ଏନ୍‌ ବି ପଟ୍ଟନାୟକ, ଉମାକାନ୍ତ ବେହେରା ଓ ଅନୁପମା ସ୍ବାଇଁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର