ସମ୍ବଲପୁର: ଓଡ଼ିଶାରୁ ଜଣେ ମାତ୍ର ସନ୍ତରଣବିତ୍ଭାବେ ପ୍ରତ୍ୟାଶା ରାୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୦ରେ ଭାଗ ନେବେ। ଗୌହାଟୀରେ ହେବାକୁ ଥିବା ଏହି କ୍ରୀଡ଼ା ସମାବେଶରେ ପ୍ରତ୍ୟାଶାଙ୍କ ସହ ଗଂଗାଧର ଓରାମ ତାଙ୍କ ପ୍ରଶିକ୍ଷକଭାବେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ସେହିପରି ପୂର୍ବତଟ ରେଳବାଇରେ କାର୍ଯ୍ୟରତ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ଖେଲୋ ଇଣ୍ଡିଆ ସନ୍ତରଣ ପ୍ରତିଯୋଗିତାରେ ବୈଷୟିକ ଅଧିକାରୀଭାବେ ମନୋନୀତ ହୋଇଛନ୍ତି। ସମସ୍ତଙ୍କୁ ଓଡ଼ିଶା ସନ୍ତରଣ ସଂଘ ପକ୍ଷରୁ ସାଧାରଣ ସଂପାଦକ ଦିଲାୱର ହୁସେନ୍ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟାଶା ରାଜ୍ୟ ପାଇଁ ପଦକ ଜିଣିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।
ଖୋଲୋ ଇଣ୍ଡିଆ ସନ୍ତରଣରେ ଭାଗ ନେବେ ପ୍ରତ୍ୟାଶା
/sambad/media/post_attachments/wp-content/uploads/2020/01/WhatsApp-Image-2020-01-14-at-10.10.48-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)