ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂ ଲାଗି କିଟ୍‌ ଦଳ

ଭୁବନେଶ୍ୱର: ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂ ଲାଗି ଗୁରୁବାର କିଟ୍‌ ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ପାତିଆଲାରେ ଚଳିତ ମସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଖେଳାଳିମାନଙ୍କୁ କିଟ୍‌ ଏବଂ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ଦଳ: ତୌସି ବାକର ଓ ଉତ୍ତମ ନେଗି, ସଞ୍ଜିତା ଦାଙ୍ଗ୍‌ଡାମାଝୀ, ମାମିନା ସେଦା, ନିରୁପମା ନାୟକ, ଅମାନତି ଟେମାକା ଓ ପ୍ରେନ୍‌ଲିସା ଥାଓସେନ୍‌ ।

ସମ୍ବନ୍ଧିତ ଖବର