ତଥ୍ୟ :ଜଣା ଅଜଣା

Ø ୧୨: ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ୨ ଜଣ ଖେଳାଳି ବିଶ୍ୱକପ୍‌ ମଇଦାନକୁ ଫେରୁଛନ୍ତି। ୨୦୦୨ରେ କୋଷ୍ଟାରିକାର ରାଣ୍ଡାଲ୍‌ ଆଜୋଫିଫା ଏବଂ ପୋଲାଣ୍ଡ୍‌ର ଲୁକାସ୍‌ ଫାବିଆଁସ୍କି ହେଉଛନ୍ତ ଏହି ଦୁଇ ଖେଳାଳି।
Ø ୯: ୨୦୧୪ରେ ବିଶ୍ୱ ବିଜେତା ଜର୍ମାନି ଦଳରୁ ୯ ଜଣ ଖେଳାଳିଙ୍କୁ ଜୋଚି ଲୋ ଆଣିଛନ୍ତି ରୁଷିଆ ସଂସ୍କରଣ ପାଇଁ। ମାରାକାନାରେ ଫାଇନାଲ୍‌ ଖେଳିଥିବା ଦଳରୁ ବେନେଡିକ୍ଟ୍‌ ହାଓ୍ଵଡ୍‌ସ ଏବଂ କ୍ରିଷ୍ଟୋଫ୍‌ କ୍ରାମର୍‌ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ୨୦୧୦ ସଂସ୍କରଣ ବିଜେତା ସ୍ପେନ୍‌ ଦଳରୁ ୧୬ ଜଣଙ୍କୁ ଭିନ୍‌ସେଣ୍ଟ ଡେଲ୍‌ ବସ୍କ୍‌ ମନୋନୀତ କରି ଆଣିଥିଲେ ୨୦୧୪ ମସିହା ସଂସ୍କରଣକୁ।

ସମ୍ବନ୍ଧିତ ଖବର