ସିଡ୍‌ନିରେ ନୂଆବର୍ଷ

ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟର ଆଶା ଦେଇଥିବା ବିରାଟ କୋହଲି ରବିବାର ସିଡନିରେ ପତ୍ନୀ ଅନୁସ୍କା ଶର୍ମାଙ୍କ ସହ ନୂଆବର୍ଷ ପାଳୁଛନ୍ତି। ଗୁରୁବାରଠାରୁ ସିଡ୍‌ନିରେ ଚତୁର୍ଥ ଟେଷ୍ଟ୍ ଖେଳାଯିବ।

ସମ୍ବନ୍ଧିତ ଖବର