ମେଲବର୍ଣ୍ଣ: ଭାରତ ନିକଟରୁ ଚଳିତ ବିଶ୍ବକପ୍ରେ ବାଂଲାଦେଶ ହାରିଯାଇଥିଲେ ମଧ୍ୟ ସାହସିକ ପାଳି (୨୭ ବଲରୁ ୬୦ ରନ୍) ଖେଳିଥିବା ଲିଟନ୍ ଦାସ ଚର୍ଚ୍ଚାରେ ରହିଛନ୍ତି। ବୁଧବାରର ଏହି ମ୍ୟାଚ୍ ପରେ ବିରାଟ କୋହଲି କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଏକ ବ୍ୟାଟ୍ ଉପହାର ଦେଇଛନ୍ତି। ଆମେ ଡାଇନିଂ ରୁମ୍ରେ ଥିବାବେଳେ କୋହଲି ଆସି ବ୍ୟାଟ୍ ଉପହାର ଦେଇଛନ୍ତି। ଲିଟନ୍ଙ୍କ ବ୍ୟାଟିଂରେ ପ୍ରଭାବିତ ହୋଇ କୋହଲି ତାଙ୍କୁ ପ୍ରେରିତ କରିବା ଲାଗି ଏଭଳି କରିଛନ୍ତି ବୋଲି କହିଛନ୍ତି ବିସିବି ମୁଖ୍ୟ ଜଲାଲ ୟୁନୁସ୍ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp