ସିଓଲ୍: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ଅଜୟ ଜୟରାମ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା କୋରିଆ ଓପନ୍ ବିଶ୍ୱ ଟୁର୍ ସୁପର ୫୦୦ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମହିଳା ଏକକରେ ମଧ୍ୟ ବୈଦେହୀ ଚୌଧୁରୀ ଓ ମୁଗ୍ଧା ଆଗ୍ରେ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ।
କୋରିଆ ଓପନ୍ ଯୋଗ୍ୟତା ପର୍ଯ୍ୟାୟରୁ ଜୟରାମ ବିଦା
/sambad/media/post_attachments/wp-content/uploads/2018/09/pb-panna.jpg)