ଆଇନଜୀବୀ କ୍ରିକେଟ୍‌ ବିଶ୍ବକପ୍‌ ଭାରତୀୟ ଦଳରେ ଶୁଭଙ୍କର, ମୋହନ

କଟକ: ନ୍ୟୁଜିଲାଣ୍ତର ହାମିଲଟନ୍‌ଠାରେ ଆସନ୍ତା ୨୯ ତାରିଖରୁ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀ କ୍ରିକେଟ ବିଶ୍ବକପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଭାରତର ଦୁଇଟି ଦଳ ହାମିଲଟନ୍‌ ଯାତ୍ରା କରିଛି। ଭାରତୀୟ ଦଳରେ ଓଡ଼ିଶାରୁ ଶୁଭଙ୍କର ବୋଷ ଓ ମୋହନ ସାହୁ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ବା˚ଲାଦେଶ, ପାକିସ୍ତାନରୁ ଦୁଇଟି ଲେଖାଏ ଦଳ ସହିତ େଵଷ୍ଟଇଣ୍ତିଜ, ନ୍ୟୁଜିଲାଣ୍ତ ଓ ଇ˚ଲିଶ ବାରିଷ୍ଟର୍ସ ଦଳ ଅ˚ଶଗ୍ରହଣ କରୁଛନ୍ତି। ହାମିଲଟନ୍‌ର ଗାଲେଵ ପାର୍କ ଓ ଜନସନ ପାର୍କରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

ସମ୍ବନ୍ଧିତ ଖବର