ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଲକ୍ଷ୍ମଣ ପ୍ରଶିକ୍ଷକ

ନୂ୍ଆଦିଲ୍ଲୀ=: ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳା ଭଳି ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ଏନ୍‌ସିଏ ନିର୍ଦ୍ଦେଶକ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନ୍‌ଠାରେ ଖେଳାଯିବ। ସୂଚନାଯୋଗ୍ୟ ଯେ ଭାରତ ଓ ଇଂଲଣ୍ଡ ଚଳିତ ଜୁଲାଇ ୭ ତାରିଖରୁ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବେ। ଏହି ତିନିଟି ମ୍ୟାଚ୍ ଜୁଲାଇ ୭, ୯ ଓ ୧୦ ତାରିଖରେ ଯଥାକ୍ରମେ ସାଉଥମ୍ପଟନ୍, ବର୍ମିଂହାମ ଓ ନଟିଂହାମରେ ଖେଳାଯିବ।

ସମ୍ବନ୍ଧିତ ଖବର