ଲୋରିସ୍‌ ଲୟ

ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ବେଲଜିୟମ୍‌ର ଟବି ଏଲଡର୍‌ଓ୍ଵିରଡ୍‌ଙ୍କ ନିଶ୍ଚିତ ଗୋଲ୍‌କୁ ରୋକି ପୁଣି ଥରେ ପ୍ରଶଂସିତ ହୋଇଥିବା ଫ୍ରାନ୍‌ସ ଗୋଲରକ୍ଷକ ହୁଗୋ ଲୋରିସ୍‌। ଫ୍ରାନ୍‌ସ ୧-୦ ଗୋଲ୍‌ରେ ଜିତି ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି।

ସମ୍ବନ୍ଧିତ ଖବର