ଓଲ୍ଡ ଟ୍ରାଫୋର୍ଡ: ପେପ୍ ଗୁଆରଡିଓଲାଙ୍କ ପ୍ରଶିକ୍ଷଣରେ ମାଞ୍ଚେଷ୍ଟର ସିଟି ତୃତୀୟ ଥର ପାଇଁ ପ୍ରିମିୟର ଲିଗ୍ ବିଜେତା ହୋଇଛି। ମଙ୍ଗଳବାର ଦ୍ବିତୀୟ ସ୍ଥାନରେ ଥିବା ମାଞ୍ଚେଷ୍ଟର ୟୁନାଇଟେଡ୍ ଘରୋଇ ମୁକାବିଲାରେ ଲିସେଷ୍ଟର ସିଟି ନିକଟରୁ ୧-୨ ଗୋଲ୍ରେ ପରାଜୟ ବରଣ କରିବା ପରେ ମାଞ୍ଚେଷ୍ଟର ସିଟି ଟ୍ରଫି ଜିତିବା ନିଶ୍ଚିତ ହୋଇଯାଇଥିଲା। ଲିସେଷ୍ଟର ସିଟି ବିପକ୍ଷ ପରାଜୟ ପରେ ୟୁନାଇଟେଡ୍ର ପଏଣ୍ଟ ସଂଖ୍ୟା ୩୫ ମ୍ୟାଚ୍ରୁ ୭୦ରେ ରହିଯାଇଛି। ଯାହାକି ମାଞ୍ଚେଷ୍ଟର ସିଟିର ମୋଟ ପଏଣ୍ଟଠାରୁ ୧୦ ପଛରେ ରହିଛି। ଚଳିତ ଋତୁରେ ଆଉ ୩ ଲେଖାଏଁ ମ୍ୟାଚ୍ ବାକି ଥିଲା ବେଳେ ସିଟି ଟ୍ରଫି କରାୟତ୍ତ କରିନେଇଛି।
ପ୍ରିମିୟର ଲିଗ୍ ଟ୍ରଫି ଜିତିଲା ମାଞ୍ଚେଷ୍ଟର ସିଟି
/sambad/media/post_attachments/wp-content/uploads/2021/05/56fx4hf456hs4f56h45s6fhhhhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)