ମୋଦି ଓ ରାହୁଲ କହିଲେ ଲଢ଼ୁଆ

।ଫଳାଫଳ ନୈରାଶ୍ୟଜନକ ହୋଇପାରେ, କିନ୍ତୁ ଭାରତ ଶେଷ ପର୍ଯ୍ୟନ୍ତ ଲଢ଼ିବା ଉଲ୍ଲେଖନୀୟ ଥିଲା। ଭାରତ ବ୍ୟାଟିଂ, ବୋଲିଂ ଏବଂ ଫିଲଡିଂରେ ଭଲ କଲା। ଆମେ ଏଥି ପାଇଁ ଗର୍ବିତ। ବିଜୟ ଏବଂ ପରାଜୟ ଜୀବନର ଅଂଶବିଶେଷ। ଭବିଷ୍ୟତ ପାଇଁ ଭାରତୀୟ ଦଳକୁ ଶୁଭକାମନା। -ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ।କୋଟି କୋଟି ଭାରତୀଙ୍କ ହୃଦୟ ଭାଙ୍ଗିଯାଇଛି। ତଥାପି ଭାରତୀୟ ଦଳ ଭଲ ଲଢ଼ିଲା, ଆପଣମାନେ ସମ୍ମାନ ଓ ଭଲପାଇବାର ହକଦାର। ନ୍ୟୁଜିଲାଣ୍ଡ୍‌କୁ ଅଭିନନ୍ଦନ। -ରାହୁଲ ଗାନ୍ଧୀ

ସମ୍ବନ୍ଧିତ ଖବର