ମଙ୍ଗୋଲିଆରେ ଅନୁଷ୍ଠିତ ଏଏଫ୍‌ସି ୧୬ ବର୍ଷରୁ କମ୍‌ ବାଳିକା ପ୍ରତିଯୋଗିତା

ମଙ୍ଗୋଲିଆରେ ଅନୁଷ୍ଠିତ ଏଏଫ୍‌ସି ୧୬ ବର୍ଷରୁ କମ୍‌ ବାଳିକା ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିବା ୨ ଓଡ଼ିଆ ଝିଅ ଜ୍ୟୋତି କୁମାରୀ (କଟକ ସାଇ) ଏବଂ ସରିତା ସୋରେଙ୍ଗ (ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ)ଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରୁଛନ୍ତି ଫାଓ ଯୁଗ୍ମ ସମ୍ପାଦିକା ସଂଗୀତା ଶର୍ମା। ସମ୍ପାଦକ ସଞ୍ଜୟ ବେହେରା ମଧ୍ୟ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର