ମାଞ୍ଚେଷ୍ଟର ଦଳରୁ ମୌରିନ‌୍‌ ବହିଷ୍କୃତ

ମାଞ୍ଚେଷ୍ଟର: ମାଞ୍ଚେଷ୍ଟର ୟୁନାଇଟେଡ୍‌ ପ୍ରବନ୍ଧକ ଜୋସ୍‌ ମୌରିନ୍‌ଙ୍କୁ ମଙ୍ଗଳବାର ଦଳ ବହିଷ୍କାର କରିଛି। ଶନିବାର ପ୍ରିମିୟର ଲିଗ୍‌ର ଏକ ମ୍ୟାଚ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୧-୩ ଗୋଲ୍‌ରେ ଲିଭରପୁଲ୍‌ଠୁ ହାରିଯାଇଥିଲା। ଫଳରେ ଦଳ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନ ଖସି ଶ୍ରେଷ୍ଠ ୪ ମଧ୍ୟରୁ ବାହାରି ଯାଇଥିଲା। ଏଭଳି ଫଳାଫଳ ପାଇଁ ମୌରିନ୍‌ଙ୍କୁ ଦଳରୁ ବିଦା ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର