ଭୁବନେଶ୍ବର: ରାଜ୍ୟର ଆଗଧାଡ଼ିର କ୍ରୀଡ଼ା ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ବିବିଧ ସମ୍ପୃକ୍ତି କ୍ରମେ ଲମ୍ବିବାରେ ଲାଗିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ସହ ଜଡିତ ଥାଇ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀଙ୍କ ଆହତ ସମସ୍ୟା ପରିଚାଳନା କରୁଥିବା ଡାକ୍ତର ଦାଶ ଇତିମଧ୍ୟରେଏକ ଶାରୀରିକ ଶିକ୍ଷକ ତଥା ଅନ୍ୟ ବିଦ୍ୟାଳୟ ଶିକ୍ଷକଙ୍କୁ ମଧ୍ୟ ତାଲିମ ପ୍ରଦାନ କରିଛନ୍ତି। ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ଏକ ୩ ଦିନିଆ କାର୍ଯ୍ୟକ୍ରମରେ ‘କ୍ରୀଡ଼ାରେ ଆହତ ଏବଂ ଏହାର ପରିଚାଳନା’ ଶୀର୍ଷକ ତାଲିମ ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିରେ ପ୍ରାୟ ୩୫ ଜଣ ଶିକ୍ଷକ ଭାଗ ନେଇଥିଲେ।
କ୍ରୀଡ଼ା ଶିକ୍ଷକଙ୍କୁ ପଢ଼ାଇଲେ ମୁକ୍ତି
/sambad/media/post_attachments/wp-content/uploads/2019/05/Untitled-1-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)