ଢାକା : ପାକିସ୍ତାନବିପକ୍ଷଟେଷ୍ଟସିରିଜ୍ଖେଳୁଥିବାବାଂଲାଦେଶରକିମ୍ବଦନ୍ତୀଅଲରାଉଣ୍ଡରସାକିବଅଲ୍ହାସନଙ୍କ ସମସ୍ୟା ବଢିବାରେ ଲାଗିଛି ।ସାକିବଅଲ୍ହାସନଙ୍କନାମରେତାଙ୍କଦେଶରେଏକହତ୍ୟାମାମଲା ରୁଜ୍ଜୁ ହୋଇଛି । ୩୭ବର୍ଷୀୟସାକିବଙ୍କବିରୋଧରେରୁବେଲଇସଲାମହତ୍ୟାକାଣ୍ଡରେସମ୍ପୃକ୍ତିଥିବାଅଭିଯୋଗହୋଇଛି।ସେମାନଙ୍କବିରୋଧରେଅଭିଯୋଗହୋଇଛି।ଏହାପରେପୁଲିସସାକିବଙ୍କବିରୋଧରେଏତଲାମଧ୍ୟରୁଜୁକରିଛି।
ଅଗଷ୍ଟ୫ତାରିଖରେରୁବେଲଇସଲାମଙ୍କୁହତ୍ୟାକରାଯାଇଥିବାଅଭିଯୋଗହୋଇଥିଲାଏବଂଏବେଏହିମାମଲାରେସାକିବଅଲ୍ହାସନଏବଂବାଂଲାଦେଶରପୂର୍ବତନପ୍ରଧାନମନ୍ତ୍ରୀଶେଖ୍ହସିନାଙ୍କଭଳିବ୍ୟକ୍ତିଙ୍କ ନାଁ ସାମିଲଅଛନ୍ତି। ବାଂଲାଦେଶନ୍ୟୁଜ୍୨୪ରରିପୋର୍ଟଅନୁଯାୟୀ, ଆଡବରଥାନାରେଏହିଅଭିଯୋଗ କରାଯାଇଛି ।
ବାଂଲାଦେଶନ୍ୟୁଜ୍୨୪ରରିପୋର୍ଟଅନୁଯାୟୀ, ଏହିହତ୍ୟାମାମଲାରେକେବଳସାକିବଅଲ୍ହାସନଏବଂଶେଖହସିନାଙ୍କନାମନାହିଁ, ବାଂଲାଦେଶକ୍ରିକେଟ୍ବୋର୍ଡରପୂର୍ବତନସଭାପତିନଜମୁଲହାସନଙ୍କନାମମଧ୍ୟଏହିତାଲିକାରେରହିଛି। ବାଂଲାଦେଶପ୍ରଧାନମନ୍ତ୍ରୀଶେଖ୍ହସିନାଦେଶଛାଡିବାପରେମହିଳାବିଶ୍ୱକପ୍କୁମଧ୍ୟୟୁଏଇକୁସ୍ଥାନାନ୍ତରକରାଯାଇଛି। ଏହିମାମଲାରେନାମିତହୋଇଥିବାନଜମୁଲହାସନ ମଧ୍ୟବାଂଲାଦେଶକ୍ରିକେଟବୋର୍ଡରସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2018/02/Shakib-allrounder-two.jpg)