ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍-୨୦୨୬ ପାଇଁ ଜିମ୍ବାୱେ ଓ ନାମିବିଆ ଯୋଗ୍ୟତା ହାସଲ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ୧୭ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ଟି-୨୦ ବିଶ୍ବକପରେ ମୋଟ୍ ୨୦ଟି ଦଳ ଅଂଶଗ୍ରହଣ କରିବେ।
ଗତବର୍ଷ ଆୟୋଜିତ ଟି-୨୦ ବିଶ୍ବକପରେ ସୁପର-୯ରେ ସ୍ଥାନ ପାଇଥିବା ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରସାରିଛନ୍ତି। କିଛି ଟିମକୁ ରାଙ୍କିଂ ଆଧାରରେ ଯୋଗ୍ୟତା ହାସଲ ହୋଇଛି।
Cricket
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/02/cri-2025-10-02-22-56-28.jpg)