ଭୁବନେଶ୍ବର : ଉଦୀୟମାନ ଭାରତୀୟ ଫୁଟ୍ବଲର୍ ନରେନ୍ଦର ଗେହଲଟ ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଏଫ୍ସିରେ ସାମିଲ ହୋଇଛନ୍ତି। ୨୦୨୫ ପର୍ଯ୍ୟନ୍ତ ଓଡ଼ିଶା ଏଫ୍ସି ଏହି ସେଣ୍ଟର ବ୍ୟାକ୍ ଖେଳାଳିଙ୍କ ସହ ଚୁକ୍ତି କରିଛି। ସେ ଆଇଏସ୍ଏଲ୍ ଲିଗ୍ ସିଲ୍ଡ ବିଜେତା ଜାମସେଦପୁର ଏଫ୍ସି ପକ୍ଷରୁ ୩୬ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୯ ହିରୋ ଇଣ୍ଟର କଣ୍ଟିନେଣ୍ଟାଲ କପ୍ରେ ଭାରତୀୟ ବରିଷ୍ଠ ଦଳ ପକ୍ଷରୁ ସେ ପଦାର୍ପଣ କରିଥିଲେ। ତାଙ୍କ ନାମରେ ୫ ଅନ୍ତର୍ଜାତୀୟ ଗୋଲ୍ ରହିଛି।
ନରେନ୍ଦରଙ୍କୁ ଦଳରେ ନେଲା ଓଏଫ୍ସି
/sambad/media/post_attachments/wp-content/uploads/2022/06/Narender-Gahlot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)