ଭୁବନେଶ୍ବର: ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଶୁକ୍ରବାର ରିଲେରେ ସ୍ବର୍ଣ୍ଣିମ ସଫଳତା ମିଳିଛି। ସରୁନ ପାୟାସିଂହ, ଅନିମେଷ କୁଜୁର, ଲାଲୁ ପ୍ରସାଦ ଭୋଇ, ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶାର ୪ ଗୁଣା ୧୦୦ ମିଟର ପୁରୁଷ ରିଲେ ଦଳ ୩୯.୫୨ ସେକେଣ୍ଡ୍ର ନୂଆ ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ଏହି ରେକର୍ଡ ତାମିଲନାଡୁ (୩୯.୮୮ ସେକେଣ୍ଡ୍) ନାମରେ ୨୦୨୨ରୁ ଥିଲା।
ଜାତୀୟ ଦୌଡ଼କୁଦ: ମିଟ୍ ରେକର୍ଡ ସହ ଓଡ଼ିଶାକୁ ରିଲେ ସ୍ବର୍ଣ୍ଣ
ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଶୁକ୍ରବାର ରିଲେରେ ସ୍ବର୍ଣ୍ଣିମ ସଫଳତା ମିଳିଛି। ସରୁନ ପାୟାସିଂହ, ଅନିମେଷ କୁଜୁର, ଲାଲୁ ପ୍ରସାଦ ଭୋଇ, ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶାର ୪ ଗୁଣା ୧୦୦ ମିଟର ପୁରୁଷ ରିଲେ....
/sambad/media/media_files/2025/08/23/ddggdd-2025-08-23-02-09-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)