ଜାତୀୟ ମାଷ୍ଟର‌୍‌ ଦୌଡ଼କୁଦ, ପାର୍ବତୀଙ୍କୁ ୨ ସ୍ବର୍ଣ୍ଣ

କଟକ: ଡେରାଡୁନ୍‌ରେ ଶେଷ ହୋଇଥିବା ଜାତୀୟ ମାଷ୍ଟର ଦୌଡ଼କୁଦରେ ଓଡ଼ିଶାର ପାର୍ବତୀ ସେଠୀଙ୍କୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି। ଏହାକୁ ମିଶାଇ ପାର୍ବତୀ ମୋଟ ୩ଟି ପଦକ ପାଇଛନ୍ତି। ଡିସ୍‌କସ୍‌ ଥ୍ରୋରେ ୪୫.୭୫ ମିଟର ଓ ସଟ୍‌ପୁଟ୍‌ରେ ୧୧.୦୫ ମିଟର ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ଏହାଛଡ଼ା ହାମର ଥ୍ରୋରେ ୩୦ ମିଟର ସହ ସେ ରୌପ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତା ୨୪ ତାରିଖରୁ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର