ଜାତୀୟ ଉପକନିଷ୍ଠ ବାଳିକା ହକି:ଓଡ଼ିଶା ଓ ଗାଙ୍ଗପୁର କ୍ବାର୍ଟର ଫାଇନାଲ୍‌ରୁ ବିଦା

କଟକ/ଭୁବନେଶ୍ବର: ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ଉପ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ନବମ ସଂସ୍କରଣରୁ ଓଡ଼ିଶା ଏବଂ ଗାଙ୍ଗପୁର ଦଳର ଅଭିଯାନ ଶେଷ ହୋଇଯାଇଛି। ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ୦-୩ ଗୋଲ୍‌ରେ ମଧ୍ୟପ୍ରଦେଶଠୁ ଏବଂ ଗାଙ୍ଗପୁର ୧-୮ ଗୋଲ୍‌ରେ ଝାଡ଼ଖଣ୍ଡ ନିକଟରୁ ହାରି ବିଦାୟ ନେଇଛନ୍ତି। ଗାଙ୍ଗପୁର ଦଳ ପକ୍ଷରୁ ଏକମାତ୍ର ଗୋଲ୍‌ଟି ସୁନିତା ଖାଖା ଦେଇଥିଲେ।

ସମ୍ବନ୍ଧିତ ଖବର