ଜାତୀୟ ଉପକନିଷ୍ଠ କରାଟେ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଏପ୍ରିଲ୍‌ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ଗସ୍ତ କରିବ। କଟକରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଓଡ଼ିଶା ଦଳରେ ସ୍ଥାନ ମିଳିଛି। ଖେଳାଳିମାନଙ୍କୁ ଓଡ଼ିଶା କରାଟେ ସଂଘ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି।
ଓଡ଼ିଶା ଦଳ: ଅଖିତ ସାରା, ସାଇ ସ୍ୱରୂପ ବେବର୍ତା, ଅର୍ଯ୍ୟନ ପଟ୍ଟନାୟକ, ଶୁଭ୍ରାଂଶୁ ଦାସ, ବିଶ୍ୱଜିତ ସାମଲ, ଅଂଶୁ ପ୍ରିୟା ସଂଗ୍ରାମ ସିଂହ, ଆଦିତ୍ୟ କୁମାର, ଏଭି ଅଦିତି, କୁମାରୀ ମନସନ୍‌ ଡିଗଲ, ଶୁଭଲକ୍ଷ୍ମୀ ଧୀର ସାମନ୍ତ, ବିଷ୍ଣୁ ପ୍ରିୟା ପ୍ରଧାନ, ମଧୁପ୍ରିୟା ବାଇ, ଦୀପ୍ତି ନାମଦେଓ, ଭଦ୍ରା ଶତପଥୀ, ଦିବ୍ୟଜ୍ୟୋତି ଭୋଇ, ସାହାବାଜ ଖାନ, ତ୍ରିଲୋଚନ ରାଣା, ସ୍ୱାଗତ ଶୁଭମ୍‌, ଅମ୍ଲାନ୍‌ ପରିଡ଼ା, ଅର୍ପିତା ସିଂହ, ପ୍ରିୟଦର୍ଶିନୀ ଦାସ, ଅଂଶୁପ୍ରିୟା ସଂଗ୍ରାମସିଂହ, ଶୁଭକାନ୍ତ ବିଶ୍ୱାଳ, ଡି ଉଦୟ କିରଣ ରେଡ୍ଡୀ, ବିଶ୍ୱଜିତ୍‌ ସାମଲ, ପ୍ରଜ୍ୱଳ ଭୋଇ, ସୂର୍ଯ୍ୟୟ ପ୍ରକାଶ ଘଡ଼ାଇ, ଅଂଶିକା ମହାପାତ୍ର, ବିିଦ୍ୟା କିରଣ, ସଂହିତା, ରାଜଲକ୍ଷ୍ମୀ ଜେନା, ରିତେଶ ମହାନ୍ତି, ଚନ୍ଦକା ଯୁବରାଜ, ଶୁଭ୍ରାଂଶୁ ଦାସ, ସଂଜୀତା ସାହୁ। ଅଧିକାରୀ: ମହେଶ ଚନ୍ଦ୍ର ବରାଳ, ରାଜୀବ କୁମାର ସିଂହ, ଅବିନାଶ ପୁନ୍ଦିର, ଅରବିନ୍ଦ ବାରିକ, ବେଣୁଥର ମଲ୍ଲିକ, କୃଷ୍ଣା ଶିକାରୀ।

ସମ୍ବନ୍ଧିତ ଖବର