ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରୁ ୨୩ତମ ଜାତୀୟ ବରିଷ୍ଠ ମହିଳା ଫୁଟ୍ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ ଖେଳିବ। ୨୯ ତାରିଖରେ ତ୍ରିପୁରା ଓ ୩୧ରେ ଗୁଜୁରାଟ ବିପକ୍ଷରେ ଓଡ଼ିଶା ମ୍ୟାଚ ଖେଳିବ।
ଓଡ଼ିଶା ଦଳ: ଟିକିନା ସାମଲ, ରାଜଶ୍ରୀ ଦାସ, ଜବାମଣୀ ଟୁଡୁ, କରିସ୍ମା ଓରାମ, ଜୁଲି କିଶାନ, ସସ୍ମିତା ସ୍ୱାଇଁ, ନନ୍ଦିନୀ ମୁଣ୍ଡା, ହେମ ଖାଖା, ଜ୍ୟେତ୍ସ୍ନା ମଲ୍ଲିକ, ସିନୁଲତା ସାହୁ, ସୁମନ ପ୍ରଜ୍ଞା ମହାପାତ୍ର, ବନ୍ୟା କବିରାଜ, ଆରତୀ ସେଠୀ, ଆରତୀ ଅନିମା ଖଡ଼ିଆ, ଜସ୍ମନୀ ସମଦ, ପ୍ୟାରୀ ଖାଖା, ଶୁଭଦ୍ରା ସାହୁ, ମେନକା ମଲ୍ଲିକ, ସୁସ୍ମିତା ଦଳେଇ, ଯଶୋଦା ମୁଣ୍ଡା। ପ୍ରଶିକ୍ଷକ: ଗୀତାଞ୍ଜଳି ଖୁଣ୍ଟିଆ, ଚିତ୍ରସେନ ପାତ୍ର ।
କଟକରେ ଜାତୀୟ ମହିଳା ଫୁଟବଲ୍
/sambad/media/post_attachments/wp-content/uploads/2018/01/ball-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)