କଟକ,: ହରିୟାଣାର ହିସାରଠାରେ ଆସନ୍ତା ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାତୀୟ ମହିଳା ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ରୋଜାଲିନ୍ ଡୁଙ୍ଗ୍ଡୁଙ୍ଗ୍ଙ୍କ ନେତୃତ୍ବରେ ୧୮ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଦଳ ସହିତ ଲୁସିଲା ଏକ୍କା ପ୍ରଶିକ୍ଷକ ଓ ନିର˚ଜନ ଗୌଡ଼ ପ୍ରବନ୍ଧକ ଭାବେ ହରିୟାଣା ଯାତ୍ରା କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶା ପୁଲ୍ ଏ’ରେ ରେଳବାଇ, କର୍ଣ୍ଣାଟକ, ରାଜସ୍ଥାନ, କୁର୍ଗ ସହିତ ସ୍ଥାନ ପାଇଛି। ୮ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚ୍ରେ କର୍ଣ୍ଣାଟକକୁ ଭେଟିବ। ଏହାପରେ ୯ରେ ରେଳବାଇ, ୧୧ରେ ରାଜସ୍ଥାନ, ୧୨ରେ କୁର୍ଗ ବିପକ୍ଷରେ ଖେଳିବ।
ଓଡ଼ିଶା ଦଳ: ରୋଜାଲିନ୍ ଡୁଙ୍ଗ୍ଡୁଙ୍ଗ୍, ରୋଜାଲିଆ ଲାକ୍ରା, ମଞ୍ଜୁ ଲାକ୍ରା, ଖୁସ୍ବୁ କୁଜୁର, ସଙ୍ଗୀତା ରୋଜ କୁଲୁ, ଅସିମା କାଞ୍ଚନ ବାର୍ଲା, ଅସିମା ମିଞ୍ଜ, ପ୍ରିମିତା ବାରା, ପୁନମ ମିଞ୍ଜ, ଦୀପ୍ତି ଲାକ୍ରା, ଅସ୍ମିତା ବାର୍ଲା, ଭାରତୀ ଏକ୍କା, ତରସିଲା ବେକ୍, ସୁଜାତା କୁଜୁର, ଜନନୀ ସୋରନିଆ, ରଶ୍ମିତା ମିଞ୍ଜ, ନେହା ଟପ୍ପୋ, ମନୀଷା ବେକ୍।
ଜାତୀୟ ମହିଳା ହକି ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2019/02/7-Senior-Women-National.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)