ପୁଣି ନିଜ କୀର୍ତ୍ତିମାନକୁ ଭାଙ୍ଗିଲେ ନୀରଜ

ନୂଆଦିଲ୍ଲୀ: ଜାଭଲିନ୍ ତାରକା ନୀରଜ ଚୋପ୍ରା ପୁଣି ଥରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚଳିତ ମାସ ପ୍ରଥମାର୍ଦ୍ଧରେ ପାଭୋ ନୁର୍ମି କ୍ରୀଡ଼ାରେ ୮୯.୩୦ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ ସେ। ଏବେ ଡାଇମଣ୍ଡ ଲିଗ୍‌ରେ ୮୯.୯୦ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ପୁଣି ଥରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସହ ନିଜକୁ ନିଜେ ହିଁ ଟପିଛନ୍ତି।

ସମ୍ବନ୍ଧିତ ଖବର