କଟକ : କଟକ ବାରବାଟୀରେ ନୂଆ ରେକର୍ଡ କଲେ ଟିମ୍ ଇଣ୍ଡିଆର ଉପଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିବାର ସନତ ଜୟସୂରିୟାଙ୍କ ୨୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ହିଟ୍ ମ୍ୟାନ୍ ।
୧୯୯୭ ମସିହାରେ ସନତ ଜୟସୂରିୟା ୨୩୮୭ ରନ୍ କରିଥିଲେ । ଆଉ ଆଜି ବାରବାଟୀ ଷ୍ଟାଡିୟମରେ ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିବା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୪୪୨ ରନ୍ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/rohit-f.jpg)