ଓଡ଼ିଶା ହୁଇଲ୍‌ ଚେୟାର ଫେନ୍ସିଂ ଦଳର ମଣିପୁର ଯାତ୍ରା

ଭୁବନେଶ୍ୱର: ଏକାଦଶ ଜାତୀୟ ହୁଇଲ୍‌ ଚେୟାର ଫେନ୍ସିଂ ପ୍ରତିଯୋଗିତା ଲାଗି ୮ ଜଣିଆ ଓଡ଼ିଶା ଦଳ ବୁଧବାର ଇମ୍ପାଲ୍‌ ଗସ୍ତ କରିଛି। ଏହି ପ୍ରତିଯୋଗିତା ମଣିପୁରର ଇମ୍ପାଲ୍‌ରେ ଗୁରୁବାରଠୁ ଆରମ୍ଭ ହୋଇ ଶନିବାର ଶେଷ ହେବ। ପୂର୍ବ ବର୍ଷ ପରି ଚଳିତ ବର୍ଷ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଓଡ଼ିଶା ହୁଇଲ୍‌ ଚେୟାର ଫେନ୍ସିଙ୍ଗ୍‌ ସଂଘର ସମ୍ପାଦକ ବିଷ୍ଣୁ ଚରଣ ସାହୁ ଆଶାପ୍ରକଟ କରିଛନ୍ତି।
ଦଳ: ରାଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଭାକର ବେହେରା, ଅକ୍ଷୟ କୁମାର ସାହୁ, ଦେବବ୍ରତ ସାହୁ, ପ୍ରଫୁଲ୍ଲ ଖଣ୍ଡାୟତରାଏ, କମଳାକାନ୍ତ ନାୟକ, ମାଳତୀ ପାନୁରୀ ଏବଂ ରବୀନ୍ଦ୍ର କୁମାର (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର