ଓଡ଼ିଶା କ୍ଲାସିକ ଶକ୍ତିଉତ୍ତୋଳନ ଦଳର କେରଳ ଯାତ୍ରା

ଭୁବନେଶ୍ବର: ଜାତୀୟ (ଉପକନିଷ୍ଠ, କନିଷ୍ଠ, ବରିଷ୍ଠ, ମାଷ୍ଟର୍ସ) ପ୍ରତିଯୋଗିତା ଲାଗି ୪୦ ଜଣିଆ ଓଡ଼ିଶା କ୍ଲାସିକ ଶକ୍ତିଉତ୍ତୋଳନ ଦଳ ବୁଧବା‌ର କେରଳ ଯାତ୍ରା କରିଛି। ଏହି ଦଳରେ ୨୭ ପୁରୁଷ ଓ ୧୧ ମହିଳା ସହ ଦୁଇ ଜଣ ଅଧିକାରୀ ରହିଛନ୍ତି। ଦଳ: ତେଜାବ କୁମାର ସୋନା, ଅଭିଷେକ ମହନ୍ତ, ପ୍ରଦୀପ କୁମାର ପାତ୍ର, ବା‌ଦଲ ବେହେରା, ରାକେଶ ଶତପଥୀ, ଆଶିଷ ମଲିଆ, ପ୍ରିୟବ୍ରତ ବିଶୋଇ, ରାକେଶ ଭୂକ୍ତା, ଦୁଖୀରାମ ମାରାଣ୍ଡି, ଗଗନ କୁମାର ମହାନ୍ତ, ରିକୁ ମହାନ୍ତ, ରାଜେଶ ବେହେରା, ପବିତ୍ର କୁମାର ପୃଷ୍ଟି, ଚନ୍ଦନ ମହାନ୍ତ, ଆଦିତ୍ୟ ପରିଡ଼ା, ଅଭିଷେକ ମହାନ୍ତି, ଲଳିତ କୁମାର ସାହୁ, ସୁଜିତ ଗିରି, ପ୍ରଫୁଲ୍ଲ ଅମାଲତିଆ, ରାମଚନ୍ଦ୍ର ରଥ, କୃଷ୍ଣ ସାମଲ, ବାବୁଲା ସାମଲ, ନାରାୟଣ ସେଠୀ, ଆଲୋକ ନାୟକ, ବିଜୟ କୁମାର ଜେନା (ପୁରୁଷ), ଧନମଣି ଟୁଡ଼ୁ, ଅନୁପମା ସ୍ବାଇଁ, ସ୍ବାଗତିକା ଖଟେଇ, ମଧୁସ୍ମିତା ମହାନ୍ତି, ତନୟା ପଣ୍ଡା, ନଗମା ଆରୢା ବେଗମ, ଅନୀତା ବେହେରା, ଶ୍ରାବଣୀ ଜେନା, ଦିବାଲେଖା ମିଶ୍ର, ଶର୍ମିଷ୍ଠା ସେନାପତି, ଗୀତାଞ୍ଜଳି ନାୟକ (ମହିଳା), ଗଙ୍ଗାଧର ବିଶୋୟୀ, ପ୍ରଦୀପ କୁମାର ପାତ୍ର (ପ୍ରଶିକ୍ଷକ ଓ ପ୍ରବନ୍ଧକ)।

ସମ୍ବନ୍ଧିତ ଖବର