ଓଡ଼ିଶା ବାଳିକା ହ୍ୟାଣ୍ଡ୍‌ବଲ୍‌ ଦଳର ଲକ୍ଷ୍ନୌ ଯାତ୍ରା

ଭୁବନେଶ୍ବର: ଜାତୀୟ ପ୍ରତିଯୋଗିତାରେ ଭାଗ‌ନେବା ପାଇଁ ଓଡ଼ିଶା ଉପକନିଷ୍ଠ ବାଳିକା (୧୫ ବର୍ଷରୁ କମ୍‌) ହ୍ୟାଣ୍ଡ୍‌ବଲ୍‌ ଦଳ ଶୁକ୍ରବାର ଲକ୍ଷ୍ନୌ ଯାତ୍ରା କରିଛି। ଦଳରେ ସଲମା ମୁର୍ମୁ, ଚିତ୍ରା ଶବର, ସୁଶୀଳା ମାଝୀ, ପୂର୍ଣ୍ଣିମା ମଲ୍ଲିକ, ଗଙ୍ଗା ସାମଲ, ଅନିମା ନାୟକ, ସାବିତ୍ରୀ ନାୟକ, ପ୍ରୀତିପ୍ରଜ୍ଞା ରାୟ, ସଂଧ୍ୟାରାଣୀ ଦାସ, ସୂଚୀଶ୍ରୀ ତ୍ରିପାଠୀ, ସଂଧ୍ୟାରାଣୀ ସେଠୀ, ସମଲନ୍‌ ଗିଧି, ବର୍ଷାରାଣୀ ବେହେରା, କେ ରୋଜା ପାତ୍ର, ଲୋମା ଦାସ, ଆଶା ମହାଲି ସାମିଲ ଥିଲା ବେଳେ ମନୋଜ କୁମାର ନିଶଙ୍କ ପ୍ରଶିକ୍ଷକ ଓ ମଧୁସ୍ମିତା ନିଶଙ୍କ ପ୍ରବନ୍ଧକ ଭାବେ ଲକ୍ଷ୍ନୌ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର