ଓଡ଼ିଶା ହକି ଓ ଫୁଟ୍‌ବଲ୍‌ ଦଳର ଗୁଆହାଟୀ ଯାତ୍ରା

କଟକ : ଖେଲୋ ଇଣ୍ଡିଆରେ ଅ˚ଶଗ୍ରହଣ କରିବାକୁ ଓଡ଼ିଶା ୧୭ ବର୍ଷରୁ କମ୍‌ ଓ ୨୧ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ ସାଙ୍ଗକୁ ୨୧ ବର୍ଷରୁ କମ୍‌ ପୁରୁଷ ଓ ମହିଳା ହକି ଦଳ ବୁଧବାର ଗୁଆହାଟୀ ଯାତ୍ରା କରିଛନ୍ତି।

୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ: ସୁବ୍ରତ ପ୍ରଧାନ, ଉମେଶ ସି˚ହ, ସାଗର ମାଝୀ, ନଵାଜିସ୍‌ ନୁର, ରବିନ ଓରାମ, ଆଲବର୍ଟ ବାଗ, ସାଇବ୍ରମ ହା˚ସଦା, ଜିତେନ୍ଦ୍ର କୁମାର ବିରୁଆ, ସୋମନାଥ ମହାନ୍ତି, ପାରାଓ ଟୁଡୁ, ପୁରୁଷୋତ୍ତମ କେର୍କେଟା, ବିକ୍ରମ ବେଶ୍ରା, ଶିବଶଙ୍କର ମୁର୍ମୁ, ବାଜିନାଥ ହେମ୍ବ୍ରମ, ମାନସି˚ହ ହେମ୍ବ୍ରମ, ଦୀପକ ଡଙ୍ଗ, ମନୋର˚ଜନ ସୋରେନ୍‌, ବିଜୟ ମାରାଣ୍ଡି ସ୍ଥାନ ପାଇଛନ୍ତି। ଅବନୀ ମୋହନ ମହାନ୍ତି ପ୍ରଶିକ୍ଷକ ଓ ସମୀର ମହାନ୍ତି ପ୍ରବନ୍ଧକ।

୨୧ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ: ଫଗୁ ବାସ୍କେ, ଲକ୍ଷ୍ମଣ ବିନ୍ଧାଣୀ, ଅଜିତ ମାଝୀ, ଚନ୍ଦ୍ର ମୁଦୁଲି, ପ୍ରଶାନ୍ତ ଶ୍ରୀହରି, ମଞ୍ଜିତ କିଷାନ, ଦେବରାଜ ସ’, ଦିଲ୍ଲୀପ ଲାକ୍ରା, ଫଗ୍‌ନୁ ମୁଣ୍ଡା ଲୋହାର, ପ୍ରଶାନ୍ତ ଓରାମ, ରଘୁ ମାରାଣ୍ଡି, ପିଣ୍ଟୁ ସାମଲ, ସେକ୍‌ ଫରିଦ, ସ˚ଜୟ ହେମ୍ବ୍ରମ, ନବକିଶୋର ହା˚ସଦା, ପ୍ରଣବ ବାରିକ, କାଳିଆ ବେହେରା, ଅଦ୍ବିନ ତିର୍କୀଙ୍କୁ ମନୋନିତ କରାଯାଇଛି। ଆଲୋକ କୁମାର ଦାଶ ପ୍ରଶିକ୍ଷକ ଓ ଗଙ୍ଗାଧର ବେହେରା ପ୍ରବନ୍ଧକ।

ପୁରୁଷ ହକି ଦଳ: ସାହିଲ ନାୟକ, ସବ୍ୟସାଚୀ ମିଞ୍ଜ, ଗ୍ରିଗୋରି ଖେସ୍‌, ସୁଶୀଲ ଧନଵର, କ୍ରିଷ୍ଣା ତିର୍କି, ଅଭିଷେକ ଲାକ୍ରା, ଅମନଦୀପ ଲାକ୍ରା, ସୁନିତ ଲାକ୍ରା, ରାହୁଲ ଏକ୍କା, ସୁମନ ବେକ୍‌, ସୁଦୀପ କିର୍ମାକୋ, ଆଲବର୍ଟ ଟେଟେ, ଅଭିଜିତ ସ୍ବାଇଁ, ସମୀର ଏକ୍କା, ମଙ୍ଗଳ ଲୋହାର, ସ˚ଜୟ ଖାଲ୍‌କୋ, ପ୍ରଯୁକ୍ତ ନାଗ, ସାୟରିଲ ଲାଗୁନ୍‌।

ମହିଳା ହକି ଦଳ: ଅସିମା ମିଞ୍ଜ, ଅସ୍ମିତା ବାର୍ଲା, ଭାରତୀ ଏକ୍କା, କୁମୁଦିନୀ ଲାକ୍ରା, ଫିଲିସିଆ ଟପ୍ପୋ, ପ୍ରେମାଞ୍ଜଳି ଟପ୍ପୋ, ସୁଶାନ୍ତି ମିଞ୍ଜ୍‌, ବିମଳା ବାର୍ଲା, ପ୍ରେମିତା ବାରା, ଆଞ୍ଜେଲା ଟପ୍ପୋ, ଜୀବନ କିଶୋରୀ ଟପ୍ପୋ, ମନୀଷା ଓରାମ, ଜାହ୍ନବୀ ପ୍ରଧାନ, ରୋଜିତା କୁଜୁର, ଅସିମ କାଞ୍ଚନବାର୍ଲା, ଆଜମିନା କୁଜୁର, ଗାୟତ୍ରୀ କିଷାନ, ରିଙ୍କ କୁଜୁର।

ସମ୍ବନ୍ଧିତ ଖବର