ଓଡ଼ିଶା କନିଷ୍ଠ କରାଟେ ଦଳର ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର: ଦିଲ୍ଲୀର ତାଲ୍‌କୋଟରା ଷ୍ଟାଡିୟମ୍‌ରେ ଆସନ୍ତାକାଲିଠାରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ କନିଷ୍ଠ କରାଟେ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ରବିବାର ଯାତ୍ରା କରିଛି। ବିଭିନ୍ନ ବର୍ଗରେ ମୋଟ ୩୨ କରାଟେକାଙ୍କ ସହିତ ୫ ପ୍ରଶିକ୍ଷକ ଓ ପ୍ରବନ୍ଧକ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଯାତ୍ରା ଅବସରରେ ଓଡ଼ିଶା ଦଳକୁ ରାଜ୍ୟ କରାଟେ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧିତ ଖବର