ଭୁବନେଶ୍ୱର: ଚଳିତ ନଭେମ୍ବର ୧୮ଠାରୁ ଆରମ୍ଭ କରି ୨୧ ତାରିଖ ପର୍ଯ୍ୟନ୍ତ ଜମୁ ଓ କଶ୍ମୀର ଠାରେ ୩୫ତମ ଜାତୀୟ ସିନିଅର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିଅନ୍ସିପ୍ ପାଇଁ ଆୟୋଜନ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଜାତୀୟ ସିନିଅର (ମହିଳା ଓ ପୁରୁଷ) ବର୍ଗର ଦଳ ଜମ୍ମୁ ଅଭିମୁଖେ ଆଜି ହୀରାକୁଦ ଏକ୍ସପ୍ରେସ ଯୋଗେ ଯାତ୍ରା କରିଛନ୍ତି।
ପୁରୁଷ ଦଳ: ଅଭିନାଶ ଖଟୁଆ, ସୁନୀଲ ଦଳାଇ, ଏମ ରାଜା, ପଙ୍କଜ କୁମାର ଦାସ, ଭିକି ଡିଗାଲ (କ୍ୟାପଟେନ), ସୁନୀଲ ମଲ୍ଲିକ, ବିକାଶ ବାଚ୍ଛା, ଶରତ ପଟ୍ଟନାୟକ, ଅମ୍ରିତ କୁମାର ଦାସ, ରଜତ କୁମାର ନାୟକ, ସୁଦାମା ବେହେରା, ଦେବାଶିଷ ସାହୁ, ସମୀର କୁମାର ସାହୁ, ସମ୍ପୂର୍ଣ ରଥ, କୋଚ ପ୍ରକାଶ ସାହୁ ଓ ମ୍ୟାନେଜର ସୋମନାଥ ପରିଡ଼ା।
/sambad/media/media_files/2024/11/16/e5fbb0e5-fd2b-4b2f-8fb9-65cc80b8f6c7.jpeg)
ମହିଳା ଦଳ: ଇତିଶ୍ରୀ ସେଠି, ସନ୍ତୋଷିନୀ ତ୍ରିପାଠୀ, ପ୍ରଜ୍ଞା ପାରମିତା ପରିଡ଼ା, ମଧୁସ୍ମିତା ପଣ୍ଡା, ଭାଗ୍ୟଶ୍ରୀ ରାଉତ, ଶଶୀରେଖା ସାହୁ, ଶୀତୁପ୍ରଭା ନାୟକ, ସ୍ମୃତିରୁପା ମଲ୍ଲିକ, ରଇଲା ଭତ୍ରା (କ୍ୟାପଟେନ ), କାମକଳା ଜାନି, ନର୍ମଦା ଏଡ଼ଡିଙ୍ଗ, ସ୍ଵାତିରାଣୀ ପ୍ରଧାନୀ, ଅଭିପ୍ସା ସିଂ, ଲକ୍ଷ୍ମୀ ମାଝୀ, କୋଚ ଆଜିତା ଦାସ, ମ୍ୟାନେଜର ରଞ୍ଜନ କୁମାର ନାୟକ।
ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ସିଥିଲ କୁମାର ପଣ୍ଡା, କେନ୍ଦ୍ରାପଡା ସଙ୍ଘର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝୀ ଓଡ଼ିଶା ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/16/76ff658c-9b92-41b6-9c65-94de8778c57f.jpeg)
