ବିନୁମଙ୍କଡ଼ ଟ୍ରଫି ପାଇଁ ଓଡ଼ିଶା ଦଳ: ସାଇଦୀପଙ୍କୁ ନେତୃତ୍ବ

କଟକ: ବିସିସିଆଇ ପକ୍ଷରୁ ଆଗକୁ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍‌ ବିନୁମଙ୍କଡ଼ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ସାଇଦୀପ ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଏହି ଦଳରେ ୫ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ହେମନ୍ତ ନାୟକ, ଧନଞ୍ଜୟ ଯାଦବ, ରିତେଶ ପ୍ରିୟର˚ଜନ, ମହମ୍ମଦ ଏନ୍‌ ଖାନ୍‌, ରାଜୀବ ଲୋଚନ ସାହୁ। ନିକଟରେ ଶେଷ ହୋଇଥିବା ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଦର୍ଶନକୁ ଆଧାର କରି ଖେଳାଳି ଚୟନ ହୋଇଥିବା ଓସିଏର କନିଷ୍ଠ ମୁଖ୍ୟ ଚୟନକର୍ତ୍ତା ଅମିୟ ରାଏ ଓ ପାନାଲାଲ ବୋଷ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

ଓଡ଼ିଶା ଦଳ: ସାଇଦୀପ ମହାପାତ୍ର (ଅଧିନାୟକ), ଆଶୀର୍ବାଦ ସ୍ବାଇଁ, ଦିନେଶ ମାଝୀ, ଅ˚ଶୁମାନ ସାହୁ, ମହମ୍ମଦ ସୋହେଲ, ହେମନ୍ତ ନାୟକ, ସମ୍ବିତ ବରାଳ, ସୁଶୀଲ ବାରିକ, ରିତେଶ ପ୍ରିୟର˚ଜନ, ଶ୍ରେଷ୍ଠ ସି˚ହ, ଅ˚ଶୁମାନ ବେଜ, ମିଲନ ସାମଲ, ରାକେଶ ସାହୁ, ମହମ୍ମଦ ଏନ୍‌ ଖାନ୍‌, ଶୁଭମ୍‌ ଶ୍ରୀ, ଆର୍ଯ୍ୟମାନ ମିଶ୍ର, ରାଜୀବ ଲୋଚନ ସାହୁ, ସାଇ ଶୁଭମ, ସୂର୍ଯ୍ୟ ମହାପାତ୍ର, ଧନଞ୍ଜୟ ଯାଦବ।

ସମ୍ବନ୍ଧିତ ଖବର