ଜାତୀୟ ମାଷ୍ଟର୍ସ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଜୁଲାଇ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ଖେଳାଯିବାକୁ ଥିବା ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଲାଗି ଏକ ୧୫ ଜଣିଆ ଓଡ଼ିଶା ଦଳ ଗସ୍ତ କରିଛି। ଯାତ୍ରା ପୂର୍ବରୁ ଓଡ଼ିଶା ଦଳକୁ ରାଜ୍ୟ ଶକ୍ତିଉତ୍ତୋଳନ ସଂଘ ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ଏବଂ ହରି ପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶା ଦଳ: ଗୀତାଞ୍ଜଳି ନାୟକ, ଶର୍ମିଷ୍ଠା ସେନାପତି, ଉମାକାନ୍ତ ବେ‌ହେରା, ପ୍ରଫୁଲ୍ଲ ଅମାନ୍ତ୍ୟ, ନିରଂଜନ ବେବର୍ତା ପଟ୍ଟନାୟକ, ଈଶ୍ବର ଚନ୍ଦ୍ର ଭୂତିଆ, ସୁଶୀଲ କୁମାର ବିଶ୍ବାଳ, ରାମଚନ୍ଦ୍ର ରଥ, ସୁଜିତ କୁମାର ଗିରି, ଗୋପାଳ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ସାହୁ, ବାବୁଲା ସାମଲ, ନାରାୟଣ ସେଠୀ। ପ୍ରଶିକ୍ଷକ: ରାକେଶ ଶତପଥୀ, ପ୍ରବଂଧକ: ସତ୍ୟଜିତ ପଟ୍ଟନାୟକ।

ସମ୍ବନ୍ଧିତ ଖବର