କଟକ: ପୁନେରେ ଆସନ୍ତା ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୩୭ତମ ଜାତୀୟ ରୋଇ˚ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ପ୍ରଶିକ୍ଷକ ପିଟି ପାଉଲୁସ୍ ଦଳ ସହ ଶନିବାର ପୁନେ ଗ୍ରସ୍ତ କରିବେ। ମହିଳା ଦଳରେ ସଞ୍ଜୁକ୍ତା ଡୁଙ୍ଗଡୁଙ୍ଗ, ମଞ୍ଜୁଳା ଖେସ୍, ପ୍ରିସିଲା ବକ୍ସଲା, ପ୍ରମିଳା ପ୍ରଭା ମିଞ୍ଜ, ରେଶମା କୁମାରୀ ମିଞ୍ଜ, ରିତୁ କାଉଡି, ଝରଣା ହସ୍ତୀ, ସୋନାଲି ସ୍ବାଇଁ, ଦୀପିକା ଖେସ୍, ରେଶମା ଲାକ୍ରା ଓ ପୁରୁଷ ଦଳରେ ପ୍ରୀତିବନ୍ତ ଜେନା ସ୍ଥାନ ପାଇଛନ୍ତି। ପୁରୁଷରେ ଦୁଇଟି ଇଭେଣ୍ଟ ଓ ମହିଳାରେ ୪ଟି ଇଭେଣ୍ଟରେ ଏହି ଖେଳାଳିମାନେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ। ଓଡ଼ିଶା ରୋଇ˚ ଓ ସ୍କଲି˚ ସ˚ଘର ସଭାପତି ବିନୋଦ ଦାଶ ଓ ସାଧାରଣ ସମ୍ପାଦକ ଅମରଜ୍ୟୋତି ସି˚ହଦେଓ ଓଡ଼ିଶାର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ରୋଇ˚ ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2018/12/Untitled-2-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)