ଜାତୀୟ ଟେନିସ୍‌ କ୍ରିକେଟ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଉତ୍ତରପ୍ରଦେଶର ମଥୁରାରେ ଅକ୍ଟୋବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଷ‌ଷ୍ଠ ଜାତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଚୟନ କରାଯାଇଛି। ଦଳ ସହିତ ରାଗିଣୀ ମିତ୍ର, ବିଜନ କୁମାରଦଳାଇ, ବାସୁବେଦ ଓଝା, ଗିରିଶ ଚନ୍ଦ୍ର ହୋତା ସପୋର୍ଟ ଷ୍ଟାଫ୍‌ ଭାବେ ଗସ୍ତ କରିଛନ୍ତି।

ଓଡ଼ିଶା ମହିଳା ଦଳ: ଅଦ୍ବିତୀ ସିଂହ ଦେଓ (ଅଧିନାୟିକା), ଝିଲି ଧଳ, ମମତା ବେହେ‌ରା, ପଦ୍ମାବତୀ ସିଂହ, ରିତିକା ପଣ୍ଡା, ରାଜେଶ୍ବରୀ ନାଗ, ରଂଜିତା ନାୟକ, ଭାଗ୍ୟବତୀ ଭାତ୍ରା, ଅଞ୍ଜୁଲତା ସାହୁ, ନିକିତା ଘୋଷ, ସଞ୍ଜିତା ଦାସ, ଝିଲିମଣି ମହନ୍ତ (ଉପଅଧିନାୟିକା), ଛନ୍ଦାରାଣୀ ମାଝୀ, ବାସନ୍ତୀ ତିର୍କି, ପ୍ରୀତିଲତା ନାୟକ, ଅଞ୍ଜନା ମୁଖୀ।

ଓଡ଼ିଶା ପୁରୁଷ ଦଳ: ସୌମ୍ୟରଂଜନ ମହାନ୍ତି (ଅଧିନାୟକ), ବବଲୁ ବେହେରା (ଉପଅଧିନାୟକ, ୱିକେଟ୍‌ରକ୍ଷକ), ହିତେଶ ରାଉତ, ବିଜୟ ମହାରଣା, ସୁଧାଂଶୁ ଶେଖର ଦାଶ, ପ୍ରଶାନ୍ତ ନାୟକ, ଡିଏସ ଇସାୟା, ଶିବନାରାୟଣ ନାଏକ, ଅରୁଣ କୁମାର ମଲ୍ଲିକ, ରାଜା କୁସୁମ, ରାକେଶ ଜେନା, ସାଇ ଓମ ବିଭୂଶଙ୍କର, ଜଗତ ଭୋଇ, ରଶ୍ମିରଂଜନ ସେନାପତି, ପ୍ରୀତମ କୁମାର ସିଂହ, ଆଦିତ୍ୟ କୁମାର ବଶା, ଶେଷଦେବ ‌ବିଶୋଇ, ବଦ୍ରୀନାରାୟଣ ପାତ୍ର।

ସମ୍ବନ୍ଧିତ ଖବର