କଟକ: ଭୋପାଳରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୩୨ତମ ଜାତୀୟ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ସୋମବାରଠୁ ଯାତ୍ରା ଆରମ୍ଭ କରିଛି। ଦଳରେ ଟି.ଗାସେପମ୍‌, ଟି. ରାହୁଲ ସି˚ହ, ପ୍ରସାଦ ସାହୁ, ଇରୋମ ବୋରିସ ସି˚ହ, କେ.ନାନାଓ ମେଇତେଇ, ଵାଇ. ଗୀତଚନ୍ଦ୍ର ସି˚ହ, ଏ.ନାଓବି ସି˚ହ, ଏନ୍‌. ଗାନ୍ଥୋଇ ସି˚ହ, ସତ୍ୟମ ବଳିଆନ୍‌, ଫିଲେମ ଜ୍ଞାନେଶ୍ବର ସି˚ହ, ଟି.ମୋମୋଚା ସି˚ହ, ବି. ବୋରିସ ସି˚ହ, ଏଲ୍‌. ବୋରିସ ସି˚ହ, ସିଙ୍ଗମ ଅବିନାଶ ସି˚ହ, ଟି. ଡାଏମଣ୍ତ ମେଇଦେଇ, ଅର୍ଜୁନ ସି˚ହ, ସୁରଜ ବିଜାଲେ, ଏଲିନ୍‌ ଆଲରିକା ଟପ୍ପୋ, ଓଇନାମ ବିଦ୍ୟା ଦେବୀ, ଫୁଲମଣି ଖାଖା, ପି.ରୋଜି ଦେବୀ, ଏଲ୍‌.ନେହା ଦେବୀ, ସଲାମ ଆର୍ସି ଦେବୀ, ମଧୁସ୍ମିତା ନାୟକ, ଏସ୍‌ମା ବାର୍ଲା, ସଚିମା କେର୍କେଟା, ରଶ୍ମିତା ସାହୁ ସ୍ଥାନ ପାଇଥିଲା ବେଳେ ଏମାନଙ୍କ ସହିତ ୩ ଜଣ ପ୍ରଶିକ୍ଷକ ଭୋପାଳ ଯାଇଛନ୍ତି। ଓଡ଼ିଶା ଖେଳାଳମାନଙ୍କୁ ଓଡ଼ିଶା କାୟାକି˚ ଓ କାନୋଇ˚ ସ˚ଘର ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।