ଓଡ଼ିଶା ଥ୍ରୋ’ ବଲ୍‌ ଦଳର ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର: ରାଷ୍ଟ୍ରୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍‌ଜେଏଫ୍‌ଆଇ) ଥ୍ରୋ ବଲ୍‌ ପ୍ରତିଯୋଗିତା ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଜାନୁଆରି ୨ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ଲାଗି ଓଡ଼ିଶା ବାଳକ ଏବଂ ବାଳିକା ଦଳ ରବିବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଜଗନ୍ନାଥ ସାହୁ, ମୁନ୍ନା ଦାସ, ଅଭିଷେକ ପରିଡ଼ା, ବିଦ୍ୟାଧର ପ୍ରଧାନ, ସୁଭମ ନାୟକ, ବଳରାମ ବେହେରା, କାହ୍ନା ସାହୁ, ସୁବ୍ରତ ମହାରଣା, ବିଶ୍ୱନାଥ ରାୟ, ଦେବକାନ୍ତ ମନ୍ତ୍ରୀ, ବିଭୂତି ଭୂଷଣ ଭୂୟାଁ, ପ୍ରଭାତ କୁମାର ଜେନା, ନିବେଦିତା ନାୟକ, ପୁଷ୍ପାଞ୍ଜଳି ପତି, ରୋଜାଲିନ ନାୟକ, ବିଜୟ ଲକ୍ଷ୍ମୀ ବିଶ୍ୱାଳ, ଗୁଡଲି ଶତପଥୀ, ମାନସୀ ପ୍ରଧାନ, ସୁଭଶ୍ରୀ ସାହୁ, ସୁନିତା ବାରିକ, ମନୁପ୍ରୀୟା ସାମନ୍ତସିଂହାର, ଡଲିପ୍ରଭା ଦେବୀ, ପାୟଲ ଶୁଭସ୍ମିତା, ସୁଭଶ୍ରୀ ଜେନା, ପ୍ରଦୀପ ରଂଜନ କାନୁନଗୋ, ସୁନ୍ଦରଲାଲ ସିଂହ ଓ ଜିତେନ୍ଦ୍ର ନାଥ ଦାସ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର