ଭୁବନେଶ୍ବର: ଆଗାମୀ ଅନ୍ତଃରାଜ୍ୟ ପ୍ରତିଯୋଗିତା ଲାଗି ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଟି-୨୦ ଦଳ ଘୋଷିତ ହୋଇଛି। ମହିଳା ଦଳ ଫେବ୍ରୁଆରି ୨୦ରୁ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ପୁଡିଚେରୀରେ ଏବଂ ପୁରୁଷ ଦଳ କଟକରେ ସୟଦ ମୁସ୍ତାକ ଅଲ୍ଲୀ ପ୍ରତିଯୋଗିତା ଖେଳିବେ। ଉଭୟ ଦଳର ଖେଳାଳିଙ୍କୁ ଗୁରୁବାର (ଫେବ୍ରୁଆରି ୭ ତାରିଖ) ସକାଳ ୬ଟାରେ ଓଡ଼ିଶା କ୍ରିକେଟ୍ ଏକଡେମିରେ ହାଜର ହେବାକୁ କୁହାଯାଇଛି।
ପୁରୁଷ ଦଳ: ସନ୍ଦୀପ ପଟ୍ଟନାୟକ, ସ୍ବସ୍ତିକ ସାମଲ, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଶୁଭ୍ରାଂଶୁ ଶେଖର ସେନାପତି, ରାଜେଶ ଧୂପର, ସୁଜିତ ଲେଙ୍କା, ଅରବିନ୍ଦ ସିଂହ, ପପୁ ରୟ, ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ଅୟସକାନ୍ତ ସାହୁ, ଶୁଭମ ନାୟକ, ସର୍ବେଶ୍ବର ମହାନ୍ତି।
ମହିଳା ଦଳ: ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ଅଞ୍ଜଳି ସିଂହ, ରାଜଶ୍ରୀ ସ୍ବାଇଁ, ରାଣୀ ଟୁଡୁ, ରୀମାଲକ୍ଷ୍ମୀ ଏକ୍କା, ସୁମିତ୍ରା ସାହୁ, କାଜଲ ଜେନା, ବର୍ଷାରାଣୀ ସିଂହ, ଲୁଇସା ଦାସ, ରାମେଶ୍ବରୀ ନାଏକ, ଈନ୍ଦ୍ରାଣୀ ଛତ୍ରିଆ, ମଧୁସ୍ମିତା ବେହେରା, ବନଲତା ମଲ୍ଲିକ, ଶିଳ୍ପା ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ସୁଜାତା ମଲ୍ଲିକ, ପ୍ରଜ୍ଞା ପାରମିତା ମହାନ୍ତି, ସରିତା ମେହେର, ମାଧୁରୀ ମେହେଟା, ରୋସନାରା ପରବିନ୍, ସସ୍ମିତା ମହାଳିକ, ରିତୁ ସିଂହ।
ଓଡ଼ିଶା ପୁରୁଷ ଓ ମହିଳା ସମ୍ଭାବ୍ୟ ଟି-୨୦ ଦଳ ଘୋଷିତ
/sambad/media/post_attachments/wp-content/uploads/2019/02/T20-Cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)