ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ କ୍ୟାଚ୍‌ କୀର୍ତ୍ତିମାନ

୩୫: ଆଡିଲେଡ୍‌ ଟେଷ୍ଟ୍‌ରେ ମୋଟ ୩୫ କ୍ୟାଚ୍‌ ଦେଖିବାକୁ ମିଳିଥିଲା। ଯାହାକି ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ କ୍ୟାଚ୍‌ର ବିଶ୍ବ କୀର୍ତିମାନ। ଏହା ପୂର୍ବରୁ ଚଳିତ ବର୍ଷ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା କେପ୍‌ଟାଉନ୍‌ ଟେଷ୍ଟ୍‌ରେ ୩୪ କ୍ୟାଚ୍‌ ବିଶ୍ବ କୀର୍ତିମାନ ଥିଲା। ସବୁଠୁ ଉଲ୍ଲେଖନୀୟ, ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍‌ ଟେଷ୍ଟ୍‌ରେ ଦ୍ବିତୀୟ ପାଳିର ସମସ୍ତ ୨୦ଯାକ ୱିକେଟ୍‌ କ୍ୟାଚ୍‌ ଥିଲା।

ସମ୍ବନ୍ଧିତ ଖବର