ଭୁବନେଶ୍ୱର: ଜାତୀୟ ଉପକନିଷ୍ଠ ଜୁଡ଼ୋ ପ୍ରତିଯୋଗିତା ରବିବାରଠୁ ତେଲେଙ୍ଗାନାର ଓ୍ଵାରାଙ୍ଗଲଠାରେ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ବାଳକ (୧୧) ଏବଂ ବାଳିକା (୧୨) ବିଭାଗରେ ମୋଟ ୨୩ ଜଣ ଅଂଶଗ୍ରହଣ କରିଛନ୍ତି। ବାଳକ ଦଳ: ଅର୍ମାନ୍ ମିଶ୍ର, ମାନ ମାଢ଼ୀ, ବବୁଲ ମୁଣ୍ଡା, ଜିତେନ୍ଦ୍ର ବେହେରା, କୃଷ୍ଣ ଖଣ୍ଡାୟତ, କୌଷକ ଲାକ୍ରା, ଶଙ୍କର ମାଝୀ, ସମ୍ବିତ ଦାସ, କାର୍ତ୍ତିକ ଜୋଡ଼ିଆ, ଜିତେନ ସାନ୍ତା, ରାଜୁ ସିଙ୍କୁ, କନ୍ଦନ ମୁର୍ମୁ (ପ୍ରଶିକ୍ଷକ)। ବାଳିକା ଦଳ: ସୁମିତ୍ରା ମୁଣ୍ଡା, ସପ୍ନା ଟପ୍ନୋ, ଆରତୀ ଦଳାଇ, ଯାଜ୍ଞସିନୀ ଜାନି, କମଳା ମୁଣ୍ଡା, ମୁକ୍ତା ମୁଣ୍ଡା, ସୁଲେନ୍ଦ୍ରୀ ଚାଲନ, ଆଦ୍ୟା ସିଂହ, ତନିଷା ଅଗ୍ରଓ୍ଵାଲା, ସଲ୍ମା ମୁର୍ମୁ, କଞ୍ଜକା ମନିକା, ଊର୍ମିଳା ସାହୁ, ପଙ୍କଜ କୁମାର ମହନ୍ତ (ପ୍ରଶିକ୍ଷକ) ଏବଂ ପୂରୁରବା ମହାପାତ୍ର (ପ୍ରବନ୍ଧକ)।
ଜାତୀୟ ଜୁଡ଼ୋରେ ଓଡ଼ିଶା
/sambad/media/post_attachments/wp-content/uploads/2017/10/13-Judo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)