ନକ୍ସଭିଲେ (ଆମେରିକା): ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ଲିଆଣ୍ଡର ପେସ୍ ଏବଂ ପୂରବ ରାଜା ପ୍ରଥମ ଥର ଲାଗି ଏଟିପି ଯୁଗଳ ଟ୍ରଫି ଜିତିଛନ୍ତି। ରବିବାର ନକ୍ସଭିଲେ ଚ୍ୟାଲେଞ୍ଜର୍ସ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୭-୬, ୭-୬ ସିଧାସଳଖ ସେଟ୍ରେ ଆମେରିକା-ଅଷ୍ଟ୍ରେଲିଆ ଯୋଡ଼ି ଜେମ୍ସ ସେରେତାନି ଓ ଜନ୍-ପାଟ୍ରିକ୍ ସ୍ମିଥ୍ଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ଗତ ଅଗଷ୍ଟରୁ ଏକାଠି ଖେଳୁଥିବା ପେସ୍-ରାଜାଙ୍କ ଏହା ପ୍ରଥମ ଏଟିପି ଚାଲେଞ୍ଜର୍ସ ଟ୍ରଫି।
ପେସ୍-ରାଜାଙ୍କୁ ନକ୍ସଭିଲେ ଟ୍ରଫି
/sambad/media/post_attachments/wp-content/uploads/2017/11/paes.jpg)