ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୧୧ଶ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ଦିଲ୍ଲୀ ଦଳ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଛି । ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଗତ ୩ଟି…
ଅଧିକ ଖବର ଦେଖନ୍ତୁ...

ପୁଣି ସୁପର୍‌ ଓଭର୍‌, ରୋହିତଙ୍କୁ ହରାଇଲେ କୋହଲି

ଦୁବାଇ: ଚଳିତ ଆଇପିଏଲ୍‌ରେ ପ୍ରଥମ ୧୦ ମ୍ୟାଚ୍‌ ଭିତରେ ୨ ଟାଇ ଦେଖିବାକୁ ମିଳିଛି। ଦିଲ୍ଲୀ-ପଞ୍ଜାବ ପରେ ମୁମ୍ବାଇ-ବାଙ୍ଗାଲୋର୍ ମ୍ୟାଚ୍‌ ମଧ୍ୟ ସୁପର୍‌ ଓଭରରେ ଫଏସଲା ହୋଇଛି। ସୋମବାର ସୁପର୍‌ ଓଭରରେ ମୁମ୍ବାଇ (୧, ୧, ୦, ୪, ୱିକେଟ, ୧ ବାଇ) ମାତ୍ର ୭ ରନ୍‌ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ତିୱାତିଆଙ୍କୁ ନେଇ ତୋଫାନୀ ଚର୍ଚ୍ଚା: ସିହିର ନୂଆ ସୁପରଷ୍ଟାର, ୧୦ ଲକ୍ଷରୁ ୩ କୋଟି

ସାରଜା: ମାତ୍ର ଗୋଟିଏ ଅସାଧାରଣ ଓ ଅବିଶ୍ବସନୀୟ ପାଳି ପରେ ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିୱାତିଆ ରାତାରାତି ଟ୍ବେଣ୍ଟି-୨୦ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ରୟାଲ୍ସର ରବିବାର ରାତି ଅସାଧାରଣ ପଶ୍ଚାତଧାବନରେ ଗୋଟିଏ ଓଭରରେ…
ଅଧିକ ଖବର ଦେଖନ୍ତୁ...

ସାମସନ୍‌ ପରବ‌ର୍ତ୍ତୀ ଧୋନି: ଥରୁର

ନୂଆଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ମ୍ୟାଚ ବିଜୟୀ ପାଳି ଖେଳିବା ପରେ ସଞ୍ଜୁ ସାମସନ୍‌ଙ୍କୁ କଂଗ୍ରେସ ସାଂସଦ ପ୍ରଶଂସାରେ ପୋତି ପକାଇଛନ୍ତି। ଟ୍ବିଟରରେ ତାଙ୍କୁ ଭାରତର ପରବର୍ତ୍ତୀ ମହେନ୍ଦ୍ର ସିଂହ ଧୋନି ଭାବେ ସେ ତୁଳନା କରିଥିଲେ। ଥରୁରଙ୍କ ଏଭଳି ତୁଳନାକୁ କିନ୍ତୁ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ସବୁ ଧ୍ୟାନ କ୍ରିକେଟ୍‌ରେ ଦେଇଥିବାରୁ ଏହାର ଫଳ ଏବେ ମିଳୁଛି: ସଞ୍ଜୁ

ନୂଆଦିଲ୍ଲୀ: ରାଜସ୍ଥାନ ପାଇଁ ଦୁଇଟି ମ୍ୟାଚରେ ଧୂଆଁଧାର ପାଳି ଖେଳିଥିବା ସଞ୍ଜୁ ସାମସନ୍‌ ୨୦୧୯ର ନିରାଶାଜନକ ପ୍ରଦର୍ଶନ ପରେ ଏବେ ଆକ୍ରାମକ ହୋଇଯାଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସେ ଦୁଇଟି ଅର୍ଧଶତକ ଜମାଇ ସାରିଲେଣି ଓ ଉଭୟ ମ୍ୟାଚ୍‌ରେ ଶ୍ରେଷ୍ଠ…
ଅଧିକ ଖବର ଦେଖନ୍ତୁ...

କୋଣ୍ଟାଙ୍କୁ ବିଦା କଲେ ଗଫ୍‌: ୱାରିଙ୍କା, ନାଦାଲଙ୍କ ବିଜୟ ଅଭିଯାନ

ପ୍ୟାରିସ: ଆମେରିକାର ୧୬ ବର୍ଷୀୟା ଯୁବତୀ କୋକୋ ଗଫ୍‌ ଚଳିତ ଫ୍ରେଞ୍ଚ୍‌ ଓପନ୍‌ର ପ୍ରଥମ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଗତ ବର୍ଷର ସେମିଫାଇନାଲିଷ୍ଟ ତଥା ନବମ ମାନ୍ୟତାପ୍ରାପ୍ତ ଇଂଲଣ୍ଡର ଜୋହାନା କୋଣ୍ଟାଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ବିଦାୟର ରାସ୍ତା ଦେଖାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବ୍ୟାଟ୍‌ କାହାର ବୋଲି ଶୁବମନଙ୍କୁ ପଚାରିଲେ ଯୁବି

ନୂଆଦିଲ୍ଲୀ: ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ତଥା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲଙ୍କ ସହ ଭଲ ସଂପର୍କ। ‌ଶୁବମନ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅର୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ମୋତେ ମୋ ହକ୍‌ ମିଳିନି, ତଥାପି ଠିକ୍‌ ଅଛି: ଅମିତ ମିଶ୍ରା

ଆବୁ ଧାବି: ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବା ଭଳି ଭାରତୀୟ ଦଳ ପାଇଁ ସେତେଟା ଭଲ କରିନଥିବା ଅଭିଜ୍ଞ ଲେଗ୍ ସ୍ପିନର୍‌ ଅମିତ ମିଶ୍ରା ଦୀର୍ଘଦିନ ପରେ ନିଜ ମନର ଅବସୋସ ପ୍ରକାଶ କରିଛନ୍ତି। ‘ମୁଁ ଯାହା ପାଇବା କଥା ମୁଁ ପାଇନାହିଁ, ମୋତେ ମୋ ହକ୍‌ ମିଳିନାହିଁ। ତଥାପି ମୁଁ ମୋ ଏ…
ଅଧିକ ଖବର ଦେଖନ୍ତୁ...

ପୂରନଙ୍କ ଚମତ୍କାରିତା ପ୍ରେମରେ ସଚିନ

ସାରଜା: ୨୨୩ ରନ୍‌ର ବିଶାଳ ସ୍କୋର କରି ପରାଜିତ ହେବା ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ସ୍ତବ୍ଧ କରି ଦେଇଥିଲା। ସୀମାରେଖା ପାଖରେ ଏହି ଦଳର ୱେଷ୍ଟଇଣ୍ଡିଆନ୍ ତାରକା ନିକୋଲାସ୍ ପୂରନ ଯେଭଳି ଅବିଶ୍ବସନୀୟ ଢଙ୍ଗରେ ଶୂନ୍ୟକୁ ଡାଇଭ୍ ମାରି ସଞ୍ଜୁ ସାମସନଙ୍କ ଛକାକୁ ରୋକିଥିଲେ, ତାକୁ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍ (ଆଇପିଏଲ୍‌) ୧୩ତମ ସଂସ୍କରଣର ଦ୍ବିତୀୟ ସୁପର ଓଭର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କରିଛି  ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଦଳର ରନ୍ ସଂଖ୍ୟା ସମାନ ହେବା ପରେ ସୁପର ଓଭର ଖେଳା ଯାଇଥିଲା । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭…
ଅଧିକ ଖବର ଦେଖନ୍ତୁ...