ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ସିଲି ପଏଣ୍ଟ୍‌: ପରିବାର ସହ ଇଦ୍‌ ପାଳିଲେ ସାନିଆ

ବିବାହ ବିଛେଦ ପରେ ଟେନିସ୍ କିଂବଦନ୍ତି ସାନିଆ ମିର୍ଜା ଏଥର ନିଜ ପୈତୃକ ପରିବାର ସହ ଇଦ୍ ଉତ୍ସବ ପାଳନ କରିଛନ୍ତି। ପ୍ରତିଥର ଭଳି ସୁନ୍ଦର ପୋଷାକରେ ଆକର୍ଷିତ ସାନିଆଙ୍କ ସହ ତାଙ୍କ ପୁଅ ଈଝାନ, ବାପା ମା’ ଇମ୍ରାନ ଓ ନସିମା, ଭଉଣୀ ଅନମ ଓ ତାଙ୍କ ପତି ମହମ୍ମଦ ଅସାଉଦ୍ଦିନ (କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

କୁସ୍ତି ସଂଘ ବିରୋଧରେ ଅଭିଯୋଗ ଆଣିଲେ ଭିନେଶ: ‘ମୋତେ ଅଲିମ୍ପିକ୍ସକୁ ନପଠାଇବାର ଚକ୍ରାନ୍ତ ହେଉଛି’

ନୂଆଦିଲ୍ଲୀ: ଉଦ୍ଦେଶ୍ୟମୂଳକ ଭାବେ ଖେଳ ସମ୍ବନ୍ଧୀୟ ସହାୟତା ଯୋଗାଇଦେବାରେ ଅସହଯୋଗ କରାଯାଉଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ବିରୋଧରେ ତାଙ୍କୁ ଅଲିମ୍ପିକ୍ସ ନପଠାଇବା ପାଇଁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁସ୍ତିବିତ୍‌ ଭିନେଶ ଫୋଗଟ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଚିଫ୍ ଡି ମିସନ୍‌ ପଦରୁ ମେରିଙ୍କ ଇସ୍ତଫା: ନିଯୁକ୍ତିର ତିନି ସପ୍ତାହ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଗଲେ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍ ଡି ମିସନ୍ ନିଯୁକ୍ତ ହେବାର ୩ ସପ୍ତାହ ପରେ ୬ ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ

ଲକ୍ଷ୍ନୌ: ଆଇପିଏଲ୍‌ ପଦାର୍ପଣରେ ଜ୍ୟାକ୍‌ ‌ଫ୍ରେସର୍ ମ୍ୟାକ‌୍‌ଗର୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟ ଧାରା ଭାଙ୍ଗିଛି। ଗୁରୁବାର ୨୨ତମ ଜନ୍ମଦିନ ପାଳନ କରିଥିବା ଏହି ଅଷ୍ଟ୍ରେଲୀୟ ଯୁବ ତାରକା ମାତ୍ର ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦିଲ୍ଲୀକୁ ଷଷ୍ଠ…
ଅଧିକ ଖବର ଦେଖନ୍ତୁ...

ମୋ ପାଇଁ ଇଏ ଆଇପିଏଲର ସୁପରଷ୍ଟାର: ହରଭଜନ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ କହିଛନ୍ତି ଯେ ଅବସର ନେଇଥିବା ଲସିଥ ମାଲିଙ୍ଗାଙ୍କ ବ୍ୟତୀତ କୌଣସି ବୋଲର ଜସପ୍ରୀତ ବୁମ୍ରାଙ୍କ ସାମର୍ଥ୍ୟର ନିକଟତର ହେବେନାହିଁ, ଯିଏ ତାଙ୍କ ଦଳ ପାଇଁ ମ୍ୟାଚ୍ ଜିତି ପାରିବେ | ଏହି କାରଣରୁ ଭାରତୀୟ ପେସର୍ ସେ ଜଣେ ଆଇପିଏଲ ସୁପରଷ୍ଟାର |…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଆୟୁଷ ବାଦୋନିଙ୍କ ଲଢୁଆ ଅର୍ଦ୍ଧଶତକ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ ସୁପର…

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ କ୍ବିଣ୍ଟନ ଡିକକ୍ ଓ କେଏଲ ରାହୁଲ…
ଅଧିକ ଖବର ଦେଖନ୍ତୁ...

ନୋ ଵଲକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କଲେ କୋହଲି

ମୁମ୍ବାଇ: ଗତ ଗୁରୁବାର ଦିନ ୱାନଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ ନିଆଯାଇଥିବା ଏକ ନିଷ୍ପତ୍ତିକୁ ନେଇ ବିରାଟ କୋହଲି ଖପ୍ପା ହୋଇଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,…
ଅଧିକ ଖବର ଦେଖନ୍ତୁ...

ବିରାଟ ଟି-୨୦ ବିଶ୍ବକପ ‌ଖେଳନ୍ତୁ ବୋଲି ଚାହାନ୍ତିନି ଏହି ଖେଳାଳି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଆଇପିଏଲ୍ ୨୦୨୪ସିଜିନ ମଧ୍ୟ ଫଳପ୍ରଦ ‌ସାବ୍ୟସ୍ତ ହୋଇନାହିଁ। ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଭଲ ରନ୍ ସ୍କୋର କରୁଥିଲେ ବି ଗ୍ଲେନ୍ ମ୍ୟାକ୍ସୱେଲ ଆରସିବି ପାଇଁ ସବୁଠାରୁ ଦୁର୍ବଳ ଖେଳାଳି ବୋଲି ପ୍ରମାଣ କରିଚାଲିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ହତଭାଗ୍ୟ ବିଜୟିନୀ ସୁଶ୍ରୀ

ଭୁବନେଶ୍ବର: ଅନ୍ତଃଜୋନ୍‌, ଚ୍ୟାଲେଞ୍ଜର ଟ୍ରଫି, ଏମର୍ଜିଂ ଏସିଆ କପ୍‌ ଓ ଆନ୍ତର୍ଜାତିକ ଦଳଙ୍କ ସହିତ ଅଭ୍ୟାସ ମ୍ୟାଚ୍‌, ସବୁଥିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦେଖିବାକୁ ମିଳୁଛି। ଗତ ୧୦ ବର୍ଷ ଧରି ନିୟମିତ ଭାବେ ଏସବୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ଖେଳିଆସୁଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମୋ ପୂର୍ବରୁ କିଶୋର ୯୦ ମିଟର୍ ଛୁଇଁପାରନ୍ତି: ନୀରଜ

ଭୁବନେଶ୍ବର: ପ୍ୟାରିସ୍ ଅଲିମ୍ପିକ୍ସ ଯେତିକି ପାଖେଇ ଆସୁଛି ଭାରତୀୟ ଜା‌ଭଲିନ୍‌ ତାରକାଙ୍କ ଚର୍ଚ୍ଚା ସେତିକି ବଢ଼ି ଚାଲିଛି। ବିଶେଷ କରି ଗତ ଥର ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଏବଂ ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଓଡ଼ିଆ ପୁଅ କିଶୋର‌ ଜେନାଙ୍କ ପ୍ରଦର୍ଶନ ଉପରେ…
ଅଧିକ ଖବର ଦେଖନ୍ତୁ...