ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ସିଲି ପଏଣ୍ଟ୍‌: ପ୍ରୀତି ଖୁଆଇଲେ ୧୨୦ ଆଳୁ ପରଟା

ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଉତ୍ସାହ ସବୁବେଳେ ଉଚ୍ଚରେ ରହିଥାଏ। ଯଦିଓ ତାଙ୍କ ଦଳ କେବେବି ଟ୍ରଫି ଜିତିନାହିଁ, କିନ୍ତୁ ଏହା ତାଙ୍କ ଉର୍ଜାକୁ କମ୍‌ କରିନାହିଁ। ବରଂ ଗ୍ୟାଲେରିରେ ଅଧିକ ଉଲ୍ଲସିତ ରହି ମ୍ୟାଚ୍‌କୁ ଉପଭୋଗ କରିଥା’ନ୍ତି ପ୍ରୀତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ନିୟମ ଆଣିଛି ବିପ୍ଳବ

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଲାଗୁ ହୋଇଥିବା ଇମ୍ପାକ୍ଟ ‌ପ୍ଲେୟର୍‌ ନିୟମ ଏହି ଫଟାଫଟ୍ କ୍ରିକେଟ୍‌ରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଗତ ଋତୁଠାରୁ ଏହା ଲାଗୁ ହୋଇଥିଲେ ମଧ୍ୟ ଏଥର ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ମୁକାବିଲା ଗୁଡିକ ‌ଏକପ୍ରକାର ୧୨-୧୨ ଜଣିଆ ପାଲଟିଯାଇଛି। ପ୍ରଥମ ୨୫…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବକୁ ହରାଇଲେ ହେଟ୍‌ମାୟର୍‌: ରୟାଲ୍ସର ପଞ୍ଚମ ବିଜୟ

ମୁଲାନପୁର: ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍‌ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ। ତା’ ସହିତ ଚଳିତ ଆଇପିଏଲ୍‌ରେ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି। ପଞ୍ଜାବ ଘରୋଇ ମାଟିରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୪୮ ରନ୍

ଚଣ୍ଡିଗଡ଼: ଆଇପିଏଲର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ଏବଂ ରାଜସ୍ଥାନରୟାଲ୍ସ (ଆରଆର) ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ୟଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ…
ଅଧିକ ଖବର ଦେଖନ୍ତୁ...

ନିଜ ଶେଷ ମ୍ୟାଚ୍ କେଉଁଠି ଖେଳିବେ ଧୋନି ?

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪‌ ରେ ରବିବାର ୫ ଥର ଆଇପିଏଲ୍ ବିଜେତା ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) କୁ ଭେଟିବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ୱାଙ୍ଖଡେରେ ୨୦୧୧ରେ ଏମଏସ ଧୋନି କ୍ରିକେଟ ବିଶ୍ବ…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ : ପ୍ରଥମେ ବୋଲିଂ ନିଷ୍ପତ୍ତି

ଚଣ୍ଡିଗଡ଼: ଆଇପିଏଲର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ୟଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍‌: ପରିବାର ସହ ଇଦ୍‌ ପାଳିଲେ ସାନିଆ

ବିବାହ ବିଛେଦ ପରେ ଟେନିସ୍ କିଂବଦନ୍ତି ସାନିଆ ମିର୍ଜା ଏଥର ନିଜ ପୈତୃକ ପରିବାର ସହ ଇଦ୍ ଉତ୍ସବ ପାଳନ କରିଛନ୍ତି। ପ୍ରତିଥର ଭଳି ସୁନ୍ଦର ପୋଷାକରେ ଆକର୍ଷିତ ସାନିଆଙ୍କ ସହ ତାଙ୍କ ପୁଅ ଈଝାନ, ବାପା ମା’ ଇମ୍ରାନ ଓ ନସିମା, ଭଉଣୀ ଅନମ ଓ ତାଙ୍କ ପତି ମହମ୍ମଦ ଅସାଉଦ୍ଦିନ (କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

କୁସ୍ତି ସଂଘ ବିରୋଧରେ ଅଭିଯୋଗ ଆଣିଲେ ଭିନେଶ: ‘ମୋତେ ଅଲିମ୍ପିକ୍ସକୁ ନପଠାଇବାର ଚକ୍ରାନ୍ତ ହେଉଛି’

ନୂଆଦିଲ୍ଲୀ: ଉଦ୍ଦେଶ୍ୟମୂଳକ ଭାବେ ଖେଳ ସମ୍ବନ୍ଧୀୟ ସହାୟତା ଯୋଗାଇଦେବାରେ ଅସହଯୋଗ କରାଯାଉଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ବିରୋଧରେ ତାଙ୍କୁ ଅଲିମ୍ପିକ୍ସ ନପଠାଇବା ପାଇଁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁସ୍ତିବିତ୍‌ ଭିନେଶ ଫୋଗଟ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଚିଫ୍ ଡି ମିସନ୍‌ ପଦରୁ ମେରିଙ୍କ ଇସ୍ତଫା: ନିଯୁକ୍ତିର ତିନି ସପ୍ତାହ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଗଲେ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍ ଡି ମିସନ୍ ନିଯୁକ୍ତ ହେବାର ୩ ସପ୍ତାହ ପରେ ୬ ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ

ଲକ୍ଷ୍ନୌ: ଆଇପିଏଲ୍‌ ପଦାର୍ପଣରେ ଜ୍ୟାକ୍‌ ‌ଫ୍ରେସର୍ ମ୍ୟାକ‌୍‌ଗର୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟ ଧାରା ଭାଙ୍ଗିଛି। ଗୁରୁବାର ୨୨ତମ ଜନ୍ମଦିନ ପାଳନ କରିଥିବା ଏହି ଅଷ୍ଟ୍ରେଲୀୟ ଯୁବ ତାରକା ମାତ୍ର ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦିଲ୍ଲୀକୁ ଷଷ୍ଠ…
ଅଧିକ ଖବର ଦେଖନ୍ତୁ...