ସେଞ୍ଚୁରିଅନ୍: ରାଶି ଭାନ୍ ଡେର୍ ଡସେନ୍ (୧୨୩, ୧୩୪ ବଲ୍)ଙ୍କ ପ୍ରଥମ ଦିନିକିଆ ଶତକକୁ ବାବର ଆଜମଙ୍କ ୧୩ତମ ଶତକ (୧୦୩, ୧୦୪ ବଲ୍) ବେକାର କରିଦେଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ପାକିସ୍ତାନ ରୋମାଞ୍ଚକ ଭାବେ ଶେଷ ବଲ୍ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍ରେ ପରାସ୍ତ କରିଦେଇଛି। ଏଥି ସହିତ ଭ୍ରମଣକାରୀ ପାକିସ୍ତାନ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ୨୭୩/୬ (ରାଶି ଭାନ୍ ଡେର୍ ଡସେନ୍-୧୨୩, ଡେଭିଡ୍ ମିଲର୍-୫୦, ସାହିନ୍ ସାହା ଆଫ୍ରିଦି-୨/୬୧, ହାରିସ ରୌଫ୍-୨/୭୨)। ପାକିସ୍ତାନ ୫୦ ଓଭରରେ ୨୭୪/୭ (ବାବର ଆଜମ-୧୦୩, ଇମାମ୍ ଉଲ୍ ହକ୍-୭୦, ମହମ୍ମଦ ରିଜୱାନ-୪୦, ସଦାବ୍ ଖାନ୍-୩୦, ଅନରିକ୍ ନର୍ଖିୟା-୪/୫୧, ଆନ୍ଦିଲ ଫେଲୁକ୍ବାୟୋ-୨/୫୬)।
ଶେଷ ବଲ୍ରେ ଜିତିଲା ପାକିସ୍ତାନ
/sambad/media/post_attachments/wp-content/uploads/2021/04/fh65fs456h4fs56hfshfsfhfsffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)