ଭୁବନେଶ୍ବର : ରି ୟୁନିଅନ୍ ଦ୍ବୀପର ସେଣ୍ଟ ଡେନିସଠାରେ ଚାଲିଥିବା ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ କଟକର ଦୁଇ ଆନ୍ତର୍ଜାତିକ ତାରକା ଭଉଣୀ ଋତାପର୍ଣ୍ଣା ପଣ୍ତା ଓ ଶ୍ବେତାପର୍ଣ୍ଣା ପଣ୍ତା ଝୁଣ୍ଟିଲେ। ଯୋଡ଼ି ବଦଳାଇ ଦୁଇ ଭଉଣୀ ଏକାଠି ଖେଳିବା ପରଠୁ ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। ରବିବାର ମହିଳା ଯୁଗଳ ଫାଇନାଲ୍ରେ ଦୁଇ ଭଉଣୀ ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ୨୧-୧୩, ୧୮-୨୧ ଓ ୧୮-୨୧ରେ ଜର୍ମାନୀର ଆନାବେଲା ଜିଗର ଓ ଲିଓନା ମିଚାଲ୍ସ୍କିଙ୍କ ନିକଟରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ।
ସେଣ୍ଟ୍ ଡେନିସ୍ ରିୟୁନିଅନ୍ ଓପନ: ପଣ୍ତା ଭଉଣୀ ଉପବିଜେତା
/sambad/media/post_attachments/wp-content/uploads/2022/07/two-sister.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)