ଭୁବନେଶ୍ବର: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରେଫସର ଡିବି ଦେଓଧର ଟ୍ରଫି। ଏଥିପାଇଁ ତିନିଟି ଦଳ (ଇଣ୍ଡିଆ ଏ, ବି ଓ ସି) ଘୋଷିତ ହୋଇଛି। ଓଡ଼ିଆ ଖେଳାଳି ପପୁ ରୟ ଆଜିଙ୍କ୍ୟ ରହାଣେଙ୍କ ନେତୃତ୍ବାଧୀନ ଇଣ୍ଡିଆ-ସି ଦଳରେ ଖେଳିବାକୁ ମନୋନୀତ ହୋଇଛନ୍ତି। ପପୁଙ୍କୁ ଓଡ଼ିଶା କ୍ରିକେଟ୍ ସଂଘର କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ ପଲାଇ ଅଭିନନ୍ଦନ ଜଣାଇଛନ୍ତି। ଇଣ୍ଡିଆ-ସି ଦଳ: ଆଜିଙ୍କ୍ୟ ରହାଣେ (ଅଧିନାୟକ), ଅଭିନବ ମୁକୁନ୍ଦ, ଶୁଭମନ୍ ଗିଲ୍, ଆର୍ ସମର୍ଥ, ସୁରେଶ ରାଇନା, ସୂର୍ଯ୍ୟକୁମାର ଯାଦବ, ଈଶାନ କୃଷ୍ଣନ୍ (ୱିକେଟ୍ରକ୍ଷକ), ବିଜୟ ଶଙ୍କର, ୱାସିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ପପୁ ରୟ, ନଭ୍ଦୀପ୍ ସାଇନି, ରଜନୀଶ ଗୁର୍ବାଣୀ ଓ ଉମର ନାଜିର। ଇଣ୍ଡିଆ-ବି ଦଳ: ଶ୍ରେୟସ ଆୟର (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିତୁରାଜ ଗାଏକ୍ବାଡ୍, ପିଏସ୍ ଚୋପ୍ରା, ହନୁମା ବିହାରୀ, ମନୋଜ ତିୱାରୀ, ଅଙ୍କୁଶ ବେନ୍ସ (ୱିକେଟ୍ରକ୍ଷକ), ରୋହିତ ରାୟୁଡୁ, କେ ଗୌତମ, ମୟଙ୍କ ମାର୍କଣ୍ଡେ, ସାହବାଜ୍ ନଦୀମ୍, ଦୀପକ ଚହର, ବରୁଣ ଆରୋନ୍, ଜୟଦେବ ଉନାଦ୍କଟ୍। ଇଣ୍ଡିଆ-ଏ ଦଳ: ଦୀନେଶ କାର୍ତିକ (ଅଧିନାୟକ), ପୃଥ୍ବୀ ସ, ଅନ୍ମୋଲ୍ପ୍ରୀତ୍ ସିଂହ, ଅଭିମନ୍ୟୁ ଈଶ୍ବରନ୍, ଅଙ୍କିତ ବାୱେଁ, ନୀତିଶ ରାଣା, କରୁଣ ନାୟାର, କୃନାଲ ପାଣ୍ଡ୍ୟା, ଆର୍ ଅଶ୍ବିନ୍, ଶ୍ରେୟସ ଗୋପାଳ, ଏସ୍ ମୁଲାନି, ମହମ୍ମଦ ସିରାଜ୍, ଧବଲ୍ କୁଲ୍କର୍ଣ୍ଣି, ସିଦ୍ଧାଥର୍ କୌଲ।
ଦେଓଧର ଟ୍ରଫି ଦଳେର ପପୁ
/sambad/media/post_attachments/wp-content/uploads/2018/10/5-Papu-Roy.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)