ମସ୍କୋ: ଫ୍ରାନ୍ସ-କ୍ରୋଏସିଆ ବିଶ୍ୱକପ୍ ଫାଇନାଲ୍ ବେଳେ ପିଚ୍ରେ ଅନୁପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣକୁ ମସ୍କୋର ଏକ କୋର୍ଟ ଆଜି ୧୫ ଦିନ ଜେଲ ଦଣ୍ଡ ଦେଇଛି। ତା’ ସହ ଭେରୋନିକା ନିକୁଲସିନା ନାମକ ଏହି ବିକ୍ଷୋଭକାରୀଙ୍କୁ ୩ ବର୍ଷ ଯାଏଁ ସମସ୍ତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତାରୁ ବାସନ୍ଦ କରିଛି। ଏହି ମାମଲାରେ ଜଡ଼ିତ ଅନ୍ୟ ତିନି ଜଣଙ୍କର ବିଚାର ମଙ୍ଗଳବାର ହେବ।
ପିଚ୍ ଅନୁପ୍ରବେଶକାରୀଙ୍କୁ ଜେଲ୍
/sambad/media/post_attachments/wp-content/uploads/2018/07/jail-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)